swatali Behera

Inspirational

1.5  

swatali Behera

Inspirational

ଲୋଭି ବାପା

ଲୋଭି ବାପା

2 mins
242


ସବୁବେଳେ ଲୋଭ ଦୁଃଖର କାରଣ ହେଇଥାଏ, ତାହା ଭୁଲ ବୋଲି ଆଜି ବୁଝିପାରିଲି l ଜୀବନରେ କେବେ ବାପାଙ୍କୁ ବୁଝିବାର ସକ୍ଷମ କାହା ପାଖେ ନଥାଏ l ଏ କଥା ପ୍ରମାଣିତ ପାଇଁ ମୋତେ ବେଶୀ ସମୟ ଲାଗିନଥିଲା l ଆମ ଗାଁ ରାମଚନ୍ଦ୍ରପୁର ବାପା ମାଆ ସାନଭାଇ ମୁଁ ନେଇ ଆମ ଛୋଟ ପରିବାର ସୁଖୀ ପରିବାର l ବାପା ଶବ୍ଦ ଅର୍ଥ ଯେତେ କଠିନ ପଛର କୋମଳ ହୃଦୟକୁ କେହି କେବେ ଦେଖି ପାରନ୍ତିନି l ବାପା ଆମ ପରିବାରର ମୁଖ୍ୟ, ତେଣୁ ଘରର ସମସ୍ତ ଖର୍ଚ୍ଚର ବାପାଙ୍କ ହାତରେ ସବୁ ଖର୍ଚ୍ଚ ର ହିସାବ ବି l ଏମିତି କି ୧ ଟଙ୍କାର ହିସାବ ନିଅତି l ଲିମିଟରେ ଚାଲିବାକୁ ପଡେ, ଏମିତିକି ସମ୍ପର୍କୀୟ ବି ବାପାଙ୍କୁ ଲୋଭି କହନ୍ତି, ଭାରି ରାଗଲାଗେ ତାଙ୍କ ଉପରେ ମନେ ମନେ କେତେ କ'ଣ କୁହେ -"ପଇସା ରଖି ପୋକ କରିବ କିଛି ହବନି ସେ ପଇସା "ଏମିତିକି ସେଥିପାଇଁ ଘରେ ବି ସବୁବେଳେ ଝଗଡା ଲାଗେ l "ସମୟ ବଦଳିବାକୁ ସମୟ ନିଏନି "ସେଇଆ ହେଲା ଯାହା ସମୟ ଚାହିଁଲା l ଦିନେ ମୋର ଗାଡି ଧକ୍କା ହେଲା, ମୁଁ ମେଡିକାଲ ରେ ପଡିଥାଏ ଡାକ୍ତର ପଇସା ବିନା କିଛି କରିବେନି କହିଦେଲେ l ବାପା ସେଦିନ ଘରେ ନଥିଲେ l ସାମ୍ପକୀୟ ବି କେହି ପଇସା ଦେଲେନି l ମୁଁ ସେଠି ମରଣ ସହ ଲଢ଼ୁଥାଏ l ବାପା ହଠାତ ଏ ଖବର ଶୁଣି ବାହାରୁ ଯଦି ଆସି ମୋ ପାଇଁ ସେ ରଖିଥିବା ସମସ୍ତ ପଇସା ଦେଇ ମୋ ଚିକିତ୍ସା କଲେ l କିଛି ଦିନ ପରେ ମୁଁ ଭଲ ହେଲି ଆଉ ମୋ ଭାବନା ବାଡ଼ିଲି ଗଲା "ଲୋଭ ମଣିଷର ପରମ ଶତ୍ରୁରୁ ଆହୁରି ବଦଳେଇଦେଲା ସେଦିନ ବାପାଙ୍କର କେଇ ପଦ କଥାରେ -"ଆଜି ଯଦି ମୁଁ ଲୋଭ କରି ନଥାନ୍ତି ତାହେଲେ କ'ଣ ଏତେ ପଇସା ଦେଇ ପାରିଥାନ୍ତି "l କଥା ତ ଛୋଟ ଥିଲା କିନ୍ତୁ ତ ଅର୍ଥ ଅନେକ ପ୍ରଶ୍ନର ଉତ୍ତର, ଆନେକ ବାପାଙ୍କର ଭାବନାକୁ ଠିକ ବୋଲି ପ୍ରମାଣିତ କରିଦେଲା l ବୁଝିଲି ଦୁନିଆର ଲୋଭି ବାପା କୋଠାର ନୁହନ୍ତି ବରଂ ଅଧିକ ଚାଲାକ ଅଟନ୍ତି l ଭାବନା ବଦଳ ବାପାଙ୍କର ପାଇଁ l


Rate this content
Log in

More oriya story from swatali Behera

Similar oriya story from Inspirational