Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Jagan Pal

Abstract

2  

Jagan Pal

Abstract

କରୋନା

କରୋନା

1 min
165


କରୋନା ଭୁତାଣୁ ବେହାଲ କଲାଣି        ହନ୍ତସନ୍ତ ସାରା ବିଶ୍ୱ କେତେ ନିରୀହଙ୍କ ଜୀବନ ନେଲାଣି  କରିଦେଇ ତାଙ୍କୁ ନିଶ୍ୱ  । ଚାଇନା ଆମକୁ ଜଣାଇଦେଲାରେ  ନୁହେଁ ସିଏ ଆମ ମିତ ଆବଶ୍ୟକ ବେଳେ ସିଏ ବି ଛାଡିବ  ଧରିଥିବା ବନ୍ଧୁ ହାତ । ବିଶ୍ୱ ସଙ୍ଗଠନ ମନ୍ତବ୍ୟ ଦେଇଛି  ଡରିବାର କିଛି ନାହିଁ ସାବଧାନତାକୁ ଆପଣାଇନେଲେ କରୋନା ଯିବ ଦୂରେଇ । ହାତ ଗୋଡ ମୁହଁ ଭଲରେ ଧୋଇବା  ବାହାରୁ ଆସିବା ପରେ ଦୂରସ୍ଥାନ ଗଲେ ମୁହଁରେ ଢାଙ୍କିବା  ମୁହଁ ମୁଖା ଯତନରେ  । କାଶ ଛିଙ୍କ ହେଲେ ପରାମର୍ଶ ନେବା   ଡାକ୍ତରଙ୍କ ସହ ଯାଇ ସବୁ ଥଣ୍ଡାକାଶ କରୋନା ନୁହଁରେ ଜାଣି ରଖ ମୋର ଭାଇ ।  


Rate this content
Log in

More oriya story from Jagan Pal