Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Jagan Pal

Abstract


2  

Jagan Pal

Abstract


କରୋନା

କରୋନା

1 min 156 1 min 156

କରୋନା ଭୁତାଣୁ ବେହାଲ କଲାଣି        ହନ୍ତସନ୍ତ ସାରା ବିଶ୍ୱ କେତେ ନିରୀହଙ୍କ ଜୀବନ ନେଲାଣି  କରିଦେଇ ତାଙ୍କୁ ନିଶ୍ୱ  । ଚାଇନା ଆମକୁ ଜଣାଇଦେଲାରେ  ନୁହେଁ ସିଏ ଆମ ମିତ ଆବଶ୍ୟକ ବେଳେ ସିଏ ବି ଛାଡିବ  ଧରିଥିବା ବନ୍ଧୁ ହାତ । ବିଶ୍ୱ ସଙ୍ଗଠନ ମନ୍ତବ୍ୟ ଦେଇଛି  ଡରିବାର କିଛି ନାହିଁ ସାବଧାନତାକୁ ଆପଣାଇନେଲେ କରୋନା ଯିବ ଦୂରେଇ । ହାତ ଗୋଡ ମୁହଁ ଭଲରେ ଧୋଇବା  ବାହାରୁ ଆସିବା ପରେ ଦୂରସ୍ଥାନ ଗଲେ ମୁହଁରେ ଢାଙ୍କିବା  ମୁହଁ ମୁଖା ଯତନରେ  । କାଶ ଛିଙ୍କ ହେଲେ ପରାମର୍ଶ ନେବା   ଡାକ୍ତରଙ୍କ ସହ ଯାଇ ସବୁ ଥଣ୍ଡାକାଶ କରୋନା ନୁହଁରେ ଜାଣି ରଖ ମୋର ଭାଇ ।  


Rate this content
Log in

More oriya story from Jagan Pal

Similar oriya story from Abstract