Prangya priyadarshani Sia

Comedy Classics Children

4.7  

Prangya priyadarshani Sia

Comedy Classics Children

ଜବ୍ ଇଣ୍ଟର୍ଭ୍ୟୁ

ଜବ୍ ଇଣ୍ଟର୍ଭ୍ୟୁ

1 min
213



ରାମୁ ଜବ୍ ଇଣ୍ଟର୍ଭ୍ୟୁ ଦେବା ପାଇଁ ଏକ ବଡ଼ କମ୍ପାନୀକୁ ଗଲା। 


ଇଣ୍ଟର୍ଭ୍ୟୁ ପରେ ବସ୍ କହିଲେ, ଆପଣ ସିଲେକ୍ଟ ହୋଇ ଯାଇଛନ୍ତି ।


ଆପଣ ପ୍ରଥମ ବର୍ଷ ଦରମା ଆକାରରେ ୨ ଲକ୍ଷ ଟଙ୍କା ପାଇବେ; ଦ୍ଵିତୀୟ ବର୍ଷ ଆପଣଙ୍କୁ ୪ ଲକ୍ଷ ଟଙ୍କା ଦିଆ ଯିବ । 

ଏହା ଶୁଣିବା ପରେ ରାମୁ ଯିବାକୁ ବାହାରିଲା ।


ଏହା ଦେଖି ବସ୍ ପଚାରିଲେ , ତମେ ଏବେ ଜଏନ କରିବନି ?


ରାମୁ - ସାର୍ , ମୁଁ ଏକା ସାଙ୍ଗେ ଆର ବର୍ଷ ଜଏନ କରିବି ।



Rate this content
Log in

Similar oriya story from Comedy