STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଗଳ୍ପ

ଗଳ୍ପ

1 min
48


ପ୍ରଥମ ଚିଠି

ଆକାଶରେ ଖଣ୍ଡ ଖଣ୍ଡ ଭସାମେଘ ବଗିଚାରେ ବିଭିନ୍ନ ରଙ୍ଗର ଫୁଲ ସମା ବାନ୍ଧି ଥାଏ । ଦୂଆରେ ଶୁଭିଲାପୋଷ୍ଟ ପିଅନରଡ଼ାକ ।ବୋଉ କାମରେ ବ୍ୟସ୍ତମୁଁ ଇଂରାଜୀ ବହି ଧରି ସେକ୍ସପିୟର ଲେଖା *all the world's a stage ବିଷୟଟିକୁ ପଡୁଥିଲି ଵୋଉ ପାଟି କରିହିଲା ମାଳ ବାହରକୁ ଟିକେ ଗଲୁ . ହ ମାରି ବାହାରକୁ ଯାଇ ପୋଷ୍ଟ ପିଅନ ପାଖରୁ ଆଣିଥିବା ଲଫାପାଟିକୁ ବୋଉ ହାତକୁ ବଢ଼ାଇ ଦେଲି । ବୋଉ ଆର ଘରକୁ ଯାଇ ବାପାଙ୍କୁ ଦେଲା ବାପା ଚିଠି ପଢ଼ି ସାରି ବାହାରି ଟିକିଏ ହସି ଦେଇ ମୋ ମୁଣ୍ଡକୁ ଆଉଁସି ଦେଇ କହିଲେ ତୁ ପଢ଼ିବୁ। ଇସାରାରୁ ଏତିକି ବୁଝି ଥିଲି ନବମୀ ଦିନ ଯେଉଁ ମାନେ ଆସିଥିଲେ ସେମାନେ ମାମୁଘର ଗାଁ ର କୁଣିଆ ନଥିଲେ ମୋରି ପାଇଁ ପ୍ରସ୍ତାବ ନେଇ ଆସିଥିଲେ . ଶ୍ରୀ ଗଣେଶଙ୍କୁ ମୁଣ୍ଡିଆଟି ମାରି ପଢ଼ିବା ଆରମ୍ଭ କଲି ।*****



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Pramila Mohanty

ଗଳ୍ପ

ଗଳ୍ପ

1 min ପଢ଼ନ୍ତୁ

Similar oriya story from Inspirational