STORYMIRROR

Manasha Devi Dash

Abstract

2  

Manasha Devi Dash

Abstract

ଭୋକର ଭାଷା

ଭୋକର ଭାଷା

1 min
665


ନୂଆବର୍ଷଟାରେ ନୀରବରେ ଅନ୍ଧକାରକୁ ଅନେଇଥିଲି । ଏ କଣ କଲୁ ଆମେ ସେମାନଙ୍କ ନୀରିହ ଆଖିର ଭାଷା ପଢି ପାରିଲୁନି ଆଜି ନୂଆ ବର୍ଷର ସ୍ୱାଗତ କରୁଥିଲୁ ଆମେ ମାଛ,ମାଂସ,ବିରିୟାନୀର ଅଧା ବି ତ ସରିନଥିଲା ପଛପଟ ଗଳିର କେତେ ଭୋକିଲା ପେଟ ୟା' ବାସ୍ନାରେ ଆଉଟୁପାଉଟୁ ହୋଇଥିବ ଆମେ ତ ମସ୍ତି କରି ଫେରୁଥିଲୁ । ବାହାରେ ସେମାନଙ୍କୁ ଥଣ୍ଡାରେ ଏତେ ରାତିଯାଏଁ ବସିଥିବାର ଦେଖି କିଛି ବୁଝି ପାରିଲୁନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Manasha Devi Dash

Similar oriya story from Abstract