STORYMIRROR

Soubhagya Sahu

Abstract

3  

Soubhagya Sahu

Abstract

ବାହାଘର ପରେ

ବାହାଘର ପରେ

1 min
576

- ଓ କବି ମହାଶୟ, ଆଉ ଲେଖାଲେଖି କରୁନ କି?

ବହୁତ ଖୋଜିଲି ହେଲେ କାଇଁ ଆଉ ତୁମ ଲେଖା ଦେଖିବାକୁ ପାଉନି?


- ନାଃ


- ମୁଁ ଗଲାପରଠୁ ତ କାଇଁ ଆଉ କିଛି ଲେଖିନ?


- ନା, ହାତଟା କେମିତି ଅଟକି ଯାଇଛି।


- ଦେଖିଆ କଣ ହେଇଛି ହାତ?


- ଛାଡ଼ ସେକଥା, ଆଉ ତୁମ ଖବର କଣ?


- ମୋଅର,

ମୋର ତ ଜୀବନଟା ଅଟକି ଯାଇଛି।


(ଦୁଇ ଜଣଙ୍କ ଆଖି ଲୁହରେ ଢ଼ଳ ଢଳ ହେଇ ଆସିଲା, ଠିକ୍ ସେତିକି ବେଳେ ମୁହଁ ଫେରେଇନେଲେ କାଳେ ଧରା ପଡିଯିବେ ବୋଲି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract