Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Singh

Classics Inspirational Others

3  

Gayatri Singh

Classics Inspirational Others

ନୀରବତା ର ଶବ୍ଦ

ନୀରବତା ର ଶବ୍ଦ

1 min
166



ତମ ଦୃଷ୍ଟିରେ ମୋ ପରିଚୟ କଣ

କେବେବି ଜାଣିବାକୁ ଇଛା କରିନି

କେବେବି ବୁଝିବାକୁ ଚେଷ୍ଠା କରିନି,

ମୋ ଦୃଷ୍ଟିରେ ତୁମେ ଦରଦୀ ମଣିଷ ଟିଏ ।


ତମ ଶବ୍ଦ ର ଇମାରତ ଭିତରେ

ତମକୁ ହି ଦେଖେ,ତମକୁ ହିଁ ଖୋଜେ

ତମ ବରିଷ୍ଠ ଭାବନା ଅନୁଭବ କରେ

ଯେଉଁ ଦିନ ମୋ ପବିତ୍ର ଭାବନା ଇପରେ

ଢାଳିଦେଲ ତମ ଅନ୍ତର ର ଲୁକ୍କାୟିତ ପ୍ରତିଛବି l


ସେଦିନ ବେଶ ହୃଦୟଙ୍ଗମ କଲି

ମୋ ପ୍ରତି ତମ ଦୃଷ୍ଟି କୋଣ

ଆଜି ଯାଏ ସେ ମୁହୂର୍ତ୍ତ କୁ ସାଥେ ନେଇ ଚାଲିଛି

ମନେହୁଏ ସମୟ ଟା ସେଇଠି ଅଟକି ଯାଇଛି

ତମେ ବିଶ୍ୱାସ କର ବା ନକର

ମୁଁ ତୁମକୁ ନୁହେଁ,ତୁମ ସୃଷ୍ଟି କୁ ଚାହିଁଛି ।



Rate this content
Log in

Similar oriya poem from Classics