STORYMIRROR

Pritinanda Rout

Comedy

3  

Pritinanda Rout

Comedy

ଲାଜକୁଳି (ଏକପଦି କବିତା)

ଲାଜକୁଳି (ଏକପଦି କବିତା)

1 min
171

ଲାଜକୁଳି ଲତା ପରି

ତୋ ଉପରେ ଖେଳିଯିବି

ମୋତିଝରା ଵରଷା କୁ

ତୋ ଉପରେ ଢାଳିଦେଵି

ଚାନ୍ଦ ତାରା ମାଗିଲେ,

ମୁଁ ଦୋଉଡ଼ି କି ପଳେଇବି।।


Rate this content
Log in

Similar oriya poem from Comedy