Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta kumar Patra

Inspirational

3  

Susanta kumar Patra

Inspirational

ଅନୁରୋଧ

ଅନୁରୋଧ

1 min
7.0K



ତୁମେ ସମସ୍ତେ ଦୀପାବଳିରେ

ଦୀପ ଜାଳିବା ପାଇଁ,

ମୋ ଘରର କୁଳ ଦୀପଟା,

ତାର ଜୀବନ ଦୀପକୁ ଜଳାଉଛି,

ସିଏ ଜଳି ସଭିଙ୍କୁ ଆଲୋକ ଦଉଚି,

ଦୀପ ତଳ ଅନ୍ଧାର ଭଳି,

ସେ ଅନ୍ଧାରରେ ରହୁଛି,

ଜ୍ୱଳନ୍ତ ସଳିତାର ଅଗ୍ନିକୁ ସହ୍ୟ କରୁଛି,

ତଥାପି ନିଜର କର୍ତ୍ତବ୍ୟ ପାଳୁଛି,

କାରଣ ସିଏ ବା ସୈନିକ ହୋଇଛି |

ତାଆରି ମଙ୍ଗଳ ଉଦେଶ୍ୟରେ

ଦୀପାବଳିରେ ଦୀପ ଟିଏ ଜାଳିବାକୁ

ମୁଁ ସଭିଙ୍କୁ ଅନୁରୋଧ କରୁଛି


ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ

mob 9851444543





Rate this content
Log in

Similar oriya poem from Inspirational