Audio

Forum

Read

Contests

Language


Write

Sign in
Wohoo!,
Dear user,



Sadananda Sahoo  

କବିତା ଲେଖିବା ମୋର ନିଶା ; ଆଉ ପ୍ରବୃତି ; ନିରନ୍ତର ଭାବେ ଆଜକୁ ଦୀର୍ଘ 18 ବର୍ଷ ହେଲାଣି କବିତା ଲେଖି ଆସୁଛି ; ତୁଳଷୀ କ୍ଷେତ୍ର ସମ୍ବାଦ ପତ୍ରରେ ନିୟମିତ ମୋର କବିତା ପ୍ରକଶ ଆସୁଛି ;! ଷ୍ଟୋରି ମିରର ୱେବ୍ ପେଜ ରେ କବିତା ଲେଖି ଅଥର ଅଫ ଦି ଉଇକ୍ ହେବାର ସୌଭାଗ୍ୟ ଲାଭ କରିବା ସହିତ ସାପ୍ତାହିକ ପ୍ରତିଯୋଗିତା ରେ ଦୁଇ ଥର ପ୍ରଥମ ସ୍ଥାନ ଓ ଏକ ଥର ତୃତୀୟ ସ୍ଥାନ ଅଧିକାର କରି ମାନ ପତ୍ର ପାଇବାର କଵି ସଫଳ ହୋଇଛନ୍ତି !! କବିତା "କିଏ ସତେ କାନ୍ଦୁଚି" ପାଇଁ ଷ୍ଟୋରି ମିରର୍ ଅନୁଷ୍ଠାନ ତରଫରୁ ନଗଦ ଅର୍ଥପୁରଷ୍କାର ଲାଭ କରି କଵି ଚୀରକୃତଜ୍ଞ ଲାଭ କରିଛନ୍ତି ; !ଅବିଶ୍ରାନ୍ତ ଭାବେ କବିଙ୍କ ଲେଖନୀ ମୃତ୍ଯୁ ପର୍ଯନ୍ତ ଚାଲିବ ବୋଲି କଵି ଦୃଢ ସଂକଳ୍ପ ପୋଷଣ କରିଛନ୍ତି ;! read more


ପହିଲି ରଜ

Others

କୃଷିର ସମୃଦ୍ଧି କାମନା କରୁଛି ହେ'ପ୍ରିୟ କୃଷକ ସାଥୀ , ଏ'ଗଣପରବ ହେଉ ସୁଖମୟ ଉଚ୍ଛୁଳିପଡୁ ଏ'ପ୍ରୀତି l ଜଗତର ନାଥ ଉତ୍କଳ ସଙ୍ଗାତ ଦିଅପ୍ରଭୁ ଶୁଭାଶିଷ , କୃଷି କୃଷକର ହେଉସଦା ଜୟ ରଜର କାମନା ହର୍ଷ l



1    246 0

ଜୀବନର ପଥେ ପଥେ

Others

ହେ' ଧନମନ ସ୍ଵର୍ଣ୍ଣ ଆଭୁଷଣ ଭବିଷ୍ୟତ ବାର୍ତ୍ତା କର୍ତ୍ତା , ତୁମରି ଆଧାର କରୁ ନିରୂପଣ ଭବିଷ୍ୟତ କାର୍ଯ୍ୟପନ୍ଥା



1    151 0

ଭାବନାର ଅନ୍ତରାଳେ

Others

ପବିତ୍ର ଆତ୍ମାର ଭାବନା ମଧୁର କଵିମୁଖେ ଉଦ୍ଭାସିତ , ଆହେ କଵି ଶ୍ରେଷ୍ଠ ସମାଜର ମିତ୍ର ପ୍ରଣିପାତ ଶତଶତ ! ! ସ୍ମୃ୍ତି କାଗଜରେ ନିଆରା ସ୍ୟାହିରେ କଵିବନ୍ଧୁ ଏକା ଲେଖେ , ଆତ୍ମାମନ ତା'ର ନିର୍ମଳ ପବିତ୍ର ଜଗତ ତା'ଠାରୁ ଶିଖେ ! !



1    0 0

ଧର୍ମର ପ୍ରତୀକ

Others

ଦୟା କ୍ଷମା ଭାଵ ଧର୍ମର ସ୍ଵଭାବ କୃରତାର ନାହିଁ ପ୍ରଶ୍ନ , ଶ୍ରଦ୍ଧା ସ୍ନେଁହ ଭାଵ ଭକ୍ତିର ଆଦର୍ଶ ଧର୍ମ ଦୂରକରେ କ୍ଳେଶ ! !



1    143 1

ଵିଶ୍ଵ କ୍ରୀଡା ମହାସମର

Inspirational

ଉଥାପା ଚହଲ ପାଣ୍ଡିଆ ହାର୍ଦ୍ଧିକ ରଣକ୍ଷେତ୍ର ବଳବାନ ୟୁସୁଫ ପଠାନ ଜାହିର ଖାଆନ ଢାଲିଦେବେ ମନପ୍ରାଣ ! !



1    278 0

ପ୍ରେମର ମହଲ

Others

ଯୌଥ ପରିବାର ସ୍ଵର୍ଣ୍ଣୀମ ବିଭବ ମୁଦୁଲି ଗୌରବ ଗାଥା , ପ୍ରିୟ ଦାଦାଖୁଡୀ ନୀଡ ଜଗିଛନ୍ତି ନଇଁଯାଏ ଆପେ ମଥା ! !



1    29 0

ବ୍ୟୟବହୁଳ ଶିକ୍ଷାପଲା

Others

ତଥାପି ସମ୍ମାନ କରୁଛି ଏ'ମନ ଶିକ୍ଷାବଡ଼ ଧନଠାରୁ , ଶିକ୍ଷାର ଆଲୋକ ଅପୂର୍ବ ବିଭବ ପ୍ରଣିପାତ ହୃଦୟରୁ ! !



1    224 0

ଏକ ଲକ୍ଷ୍ୟ ଏକ ଲୟ

Others

ଧନୁତୀର ମୋର ଯିବନି ବେକାର ବିନ୍ଧିବି ଲକ୍ଷ୍ୟ ସ୍ଥଳରେ , ମତ୍ସ୍ୟନେତ୍ର ଦେଖି ସୁକ୍ଷ୍ମରେ ପେଶିବି ମହାଶୂନ୍ୟେ କୁଶଳରେ ! !



1    1 0

ସମର୍ପଣ

Others

ସର୍ବ ସମର୍ପଣେ ନବବଧୂ ଭାସେ ସ୍ନେଁହ ଶ୍ରଦ୍ଧା ଭକ୍ତି ଦାନେ , ପ୍ରେମରେ ସରାଗ ମହଲେ ବିଶ୍ଵାସ ଆଚରଇ ମନେ ମନେ ! !



1    25 0

ସପନ ନିଦରେ ମୁଁ ଝୁରି ମରେ

Abstract Others

ଦୂର ପରଦେଶୀ ପ୍ରେମ ଅବକାଶି ଭାବନାର ଚିତ୍ରଛବି , ଜୀବିକା ସ୍ଵଭାଵେ ପରଦେଶେରହେ ପ୍ରେମର ସୂର୍ଯ୍ୟାସ୍ତ ରବି ।



1    11 0

ଅଭିଳାଷର ଟିକିଦ୍ରୁମ

Others

ନିଶ୍ଵାସେପ୍ରଶ୍ଵାସେ ହେଜ ଆହେ' ଜନେ ବୃକ୍ଷଆମ ବଡ଼ବନ୍ଧୁ , ବୃକ୍ଷର ସୁରକ୍ଷା କରିବା ସର୍ଵଦା ନିଗାଡି ରକତ ବିନ୍ଦୁ !!



1    5 0

ଏ କି ଅବିଚାର

Others

ଅବୁଝା ପୁଅକୁ ପାଠ ପଢିବାକୁ ବିଦ୍ୟାଳୟ ଆସେ ଛାଡି , ସେଇପୁଅ ଆଜି ମୋତେବି ଆଣିଛି ବୃଦ୍ଧାଶ୍ରମେ ଯିବଛାଡି ! ! ଆଶ୍ଚର୍ଯ୍ୟ ଚିତ୍ତରେ ପୁତ୍ରକୁ ପଚାରେ କେଉଁସ୍ଥାନ ଇଏବାପା , ପୁତ୍ରମଣି ମୋର କହେ ସୁସ୍ଥାନ



1    10 0

ଲୋଭି

Others

ରହରହ ଆରେ ଲୋଭିନର ତୁ'ରେ ଜୀବନ ତୋ'ଯିବ ଚାଲି , ତୋ'ସମ୍ମୁଖରେ ଯମ ପ୍ରତୀକ୍ଷାରେ ଯିବୁତୁ ସରଗ ବୁଲି ! !



1    5 0

ଆହେ ମତଦାତା

Others

ଜାଗ ଆହେ' ଜନ ନିର୍ବାଚନ ଧନ ଅଧିକାର ସାବ୍ୟସ୍ତରେ , ରାଜନୀତି ଭାଗ କର ଉପଭୋଗ ନାଗରିକ ଯୋଗ୍ୟତାରେ ! !



1    169 0

ମତଦାନ କର ସାବ୍ୟସ୍ତ

Others

ସଚେତନ ଧର୍ମୀ ନାଗରିକ କର୍ମୀ ଦେଶର ପ୍ରଚଣ୍ଡ ଶକ୍ତି , ଶାସନ ଶାସକ ସଭିଙ୍କ ମାଣିକ ଅଜାଡନ୍ତି ପ୍ରିତୀ ଭକ୍ତି ! !



1    202 0

ଭାଙ୍ଗିଗଲା ସୁନାବସା

Tragedy Inspirational

ମହଲଲେ ପ୍ରାଚୀର ନୁହେଁ ଶୁଭଙ୍କର କନ୍ଦଳରେ ଜଳେଗୃହ , ଦୁଇଟି ଆତ୍ମାର ମାନ ଅଭିମାନ ବେନିନେତ୍ରେ ଆଣେଲୁହ ।



1    32 0

ଭୂତ କୋଠି

Others

ଏ'ମହଲେ ପଡିଛି ଲିଖନ ପୋଥିକି ସଂଘର୍ଷରେ ଜିତିହାରି , ଡାକ୍ତରୀ ମାଇନା କାଗଜ ଆଇନା ଫରଦ ଯାଇଛି ଚିରି ! !



1    369 48

ନିଆରା ଏ ବିଭୀଷିକା ଛବି

Others

ଶୂନ୍ୟବାଣୀ ଶୁଣି ଆସିଲକି ପୁଣି ହେ'ମାଆ ପରୀ ରାଣୀ , ପିଶାଚ ପଞ୍ଝାରୁ ମୁକ୍ତ କରିବାକୁ ମୋ'ର ମନ କଥା ଜାଣି ! !



1    6 0

ଶୁଭ ବ୍ରତୋପନୟନ

Others

ପ୍ରଥା ପରମ୍ପରା ଏ'ଛବି ନିଆରା ଉତ୍କଳର ରୀତିନୀତି , ବେଦ ମନ୍ତ୍ର ପାଠ ବେଦୀହୋମ ଯଜ୍ଞ ବ୍ରତୋପନୟନ କିର୍ତ୍ତୀ ! !



1    6 0

ଏକଲକ୍ଷ୍ୟ ଏକଲୟ

Others

ଧନୁତୀର ମୋର ଯିବନି ବେକାର ବିନ୍ଧିବି ଲକ୍ଷ୍ୟ ସ୍ଥଳରେ , ମତ୍ସ୍ୟନେତ୍ର ଦେଖି ସୁକ୍ଷ୍ମରେ ପେଶିବି ମହାଶୂନ୍ୟେ କୁଶଳରେ ! !



1    233 21

ସର୍ବସଂହା ମାଆ

Others

ଏ'ରମ୍ୟ ସୃ୍ଷ୍ଟିକୁ ଆଣିଛି ଆମକୁ କେତେବଡ ତା'ର ତ୍ୟାଗ , ଦଶମାସ କାଳ ଗର୍ଭେ କରି ଭାର କଷଣ କରିଛି ଭୋଗ ! !



1    76 1

ସ୍ମୃତିର ଅଭୁଲା ଦିନ

Romance

ବୈଶାଖ ଶୁକ୍ଳର ବିବାହ ଦିବସ ଊନବିଂଶ ଶତାନବେ , ଦଶ ତାରିଖର ଏ' ମହାମିଳନ ମହାସ୍ମୃତି ଅନୁଭବେ ! !



1    4 0

ଫୁଲେଇ ଫୋନି

Tragedy

ଆସୁ ଯେତେ ଫୋନି କିଛିବି'ହବନି ରହିବା ଯଦି ସତର୍କ , ସୁଦୃଢ଼ କୋଠାରେ ରହିବା ସରାଗେ ନକରି କିଛି ବିତର୍କ ! !



1    163 9

ନିଆରା ଏ ' ପ୍ରେମ ଡୋରି

Romance

ପ୍ରେମ ହୃଦୟରେ ଯଦି ତାଲା ପଡେ ଫିକା ପଡିଯାଏ ମନ ଦୁଇଟି ମନର ଦୁଇଟି ଆତ୍ମାର ଘଟେ ମହା ଅବସାନ ! !



1    213 48

ଶୁଭ ଅବସର ସ୍ମୃତିର ଦିବସ

Others

ଚାକିରୀ ଜୀବନ ଦିଦିଙ୍କ ସମ୍ପଦ ଥିଲାତ' ସୌହାର୍ଦ୍ଦ୍ୟ ପୂର୍ଣ୍ଣ , ସଵୁଦୁଃଖ ଭୁଲି କର୍ମକୁ ଆଦରି ଭୁଲିଥିଲେ ଅବସନ୍ନ ! !



1    209 4

ନିଦାଘ

Others

ଉତ୍ତପ୍ତ ବିକ୍ଷିପ୍ତ ତୀର୍ଯ୍ୟକ କିରଣ ସର୍ବ ସ୍ଥାନେ ତାପ କୋପ, ସହି ହୁଏନାହିଁ କହି ହୁଏ ନାହିଁ ସତେକି ଏ' ଅଭିଶାପ ! !



1    43 0

ସ୍ମୃତିର ପରବ ବିବାହ ବାର୍ଷିକ

Others

ଚତୁର୍ଥ ବରଷ ବିବାହ ପରବ ପାଳୁଛି ମୁଁ' ଧନ ଏକା , ଦିବାନିଶି ସତେ ତୁମ ଛବିଭାସେ ଛୁଟି ଆଉଥରେ ଲେଖା ! !



1    70 2

ସ୍ନେହଁପୂର୍ଣ୍ଣ ପ୍ରିତୀନୀଡ

Others

ସୁରମ୍ୟ ଆବାସ ସ୍ନେହଁର ଆଶିଷ ପାପା ମାମା ପ୍ରୀତୀଧାର , ଆମେ ତାଙ୍କ ଧନ ହେଉ ଖାଲି ଗେଲ ଝରଇ ଅମୃତ ନୀର ! !



2    188 12

ସ୍ମୃତିରେ ମୋ' ପ୍ରେମ

Others

ଆଜିବି ଝୁରୁଛି ମୁଁ'ଯେ ଦିବାନିଶି ଉଜାଗରେ ବିତେ ରାତି !



3    44 2

ଶୁଭ ଜନ୍ମୋତ୍ସବ

Others

ପିଲା ପରିବାର ମୋ' ସୁଖ ସଂସାର କାଞ୍ଚନ ମୋ' ଧର୍ମପତ୍ନୀ , କୁଳର ଗାରିମା ମୋ' ପ୍ରିତୀ ଚନ୍ଦ୍ରମା ଦୁଃଖସୁଖ ବିଳାସିନୀ ! !



2    291 16

ପବିତ୍ର ଶ୍ରୀରାମ ନବମୀ

Others

ପୁଣି ଆଉଥରେ ଆସହେ' ମରତେ ରାମ ରାଜ୍ଯ ଫେରିଆସୁ , ରାମ ନାମ ଗାଇ ଯିବୁ ସର୍ବେ ତରୀ ଝରିବନି ଆଉ ଅଶ୍ରୁ !



2    22 1

ସାଥୀ ତୁମେ ସ୍ମୃତି ରୁପା ଜହ୍ନ

Romance Tragedy

ଶତ ପ୍ରଣିପାତ କରୁଛୁ ହେ' ମାତ ତୋହରି ସ୍ଵୀକୃତ ଧନ , ଛତ୍ର ଛାୟାତଳେ ରଖିବୁ ସରାଗେ ବଢିବ ତୋହରି ମାନ....



2    220 23

ସ୍ମୃତିରେ ସାଥୀ

Others

ପରଦେଶୀ ସାଥୀ ପ୍ରିୟ ସହପାଠୀ ଥିଲା ମୋ'ର ଅନ୍ତରଙ୍ଗ , ପ୍ରତି ମୁହୂର୍ତ୍ତରେ ସମ୍ପର୍କ କୁହୁକେ ଧ୍ୟାନ କରୁଥିଲା ଭଗ୍ନ



2    356 47

ଯୌବନ

Others

ନବା ଯଉବନା ସାଜ ଦୃଢମନା ପ୍ରତାରିତ ହୁଅ ନାହିଁ , ପ୍ରେମ ପ୍ରବଞ୍ଚନା ବିରଳ ଯାତନା ପାରିବନି ତୁମେ ସହି



1    307 29

ବନ୍ଦେ ଉତ୍କଳ ଜନନୀ

Others

ଅଖଣ୍ଡ ଭୂଖଣ୍ଡ ସୀମା ତୋ' ବିସ୍ତୀର୍ଣ୍ଣ ଅରଣ୍ୟାନୀ ରାଜରାଣୀ ଝରଣା ସୁହାନି ନିର୍ଝରିଣୀ ବାଳୀ ରାଗର ରାଗିଣୀ ମଣି



2    266 51

କିଛି ସ୍ମୃ୍ତି ହୃଦୟର

Others

ସମୟ ଅନ୍ତରେ ହଜିଗଲା ସେ'ଯେ ସଂସାରୀ ଜଞ୍ଜାଳେ ଭାସି , ହସର ଆସର ହୋଇଗଲା ସ୍ଵପ୍ନ ଅପସରିଗଲା ଖୁସି



2    169 2

ପ୍ରେମମୟ ହୃଦୟ

Others

ହୃଦୟ କୋମଳ ମୁଲତା ଅମୂଲ ସପନର ଗନ୍ତାଘର ପ୍ରେମ ବସାଘର ନିଆରା ମନ୍ଦିର ସ୍ପନ୍ଦନତା ଗୀତିସ୍ଵର ! !



2    24 1

ରଙ୍ଗର ପରବ ହୋଲି

Others

ସମାଜିକ ଭାବ ହେଵ ସଂଗଠିତ ବୈଷମ୍ୟ ଯିବ ଉଭେଇ ନାଲି ହୋଲି ରଙ୍ଗ ନାଲିତ ରକତ ଭିନ୍ନତାର ଚିହ୍ନ ନାଇଁ !



2    50 2

ପଖାଳ ଦିବସ

Others

ଧନୀକି ଗରିବ ସବୁରି ଆଦର ପଖାଳ କଂସାରେ ମନ ଉଦର ଭଣ୍ଡାର କରେ ପରିପୂର୍ଣ୍ଣ ବିତି ଯାଏ ସାରା ଦିନ ! !



1    72 1

ଆର ପାରିରେ ପାରିକର

Tragedy

ଅଭିଜ୍ଞତାପୁର୍ଣ୍ଣ ସମରେ ଅର୍ଜ୍ଜୁନ କର୍ମବୀର ମହାପ୍ରାଣ ପ୍ରତିରକ୍ଷା ମନ୍ତ୍ରୀ ଥିଲ ମହାସୂତ୍ରୀ ସିଞ୍ଚି ବୀରତ୍ଵର ଭୃଣ



2    344 36

ଶୁଭ ପରିଣୟ

Others

ଦଶଦୋଷ ମୋର କରିବ ବିଲୀନ ଆହେ' ପ୍ରିୟ ପତି ଦେବ କୁଳର ଗାରିମା କ୍ଷୀରାବ୍ଧିତନୟା ଅତୁଟ ସମ୍ପର୍କ ଭାବ ! !



1    70 0

ପ୍ରେମ ମୋର ଜୀବନ୍ତ ଜୀବନ୍ତ

Others

ପ୍ରେମର ବିଭବ ତୁମଠାରେ ଠୁଳ ବିମୋହିତ ମନପ୍ରାଣ ଅପୂର୍ବ ସଂଯୋଗ ବିଧି ବିଧାତାର ସୁଝି ପାରିବିନି ଋଣ !



2    177 45

ମହା ଶିବ ରାତ୍ରୀ

Others

ନୀଳକଣ୍ଠ ବିଘ୍ନେଶ ମହିମା ସତ୍ୟ ଗରଳ ଆକଣ୍ଠ ମିତ ବିମୋହିତ ତବକାର୍ଯ୍ୟେ ଦେବଗଣ ହେ'ପ୍ରଭୁ ଶ୍ମଶାନ ସୁତ



2    394 37

ମନେ ପଡେ ତୁମ କଥା

Romance Tragedy

ମରିବା ଆଗରୁ ଦେଖନ୍ତି ମୁଁ' ଥରେ ତୁମରି ଚନ୍ଦ୍ରମା ରୂପ ; ଏଇ ଅବୋଶୋଷ କରମୋର ଶେଷ ଦେଇପ୍ରିୟା ଅଭିଶାପ !!



1    105 4

ଅଭିନନ୍ଦନ

Inspirational

ଆକାଶ ବିଭାଷ ଦୀପ୍ତିମାନ ତେଜ ବାୟୁସେନା କର୍ଣ୍ଣଧାର ଦୁଃର୍ଯ୍ୟୋଗ ବଶତଃ ଫଶିଗଲ ସତ୍ୟ ନରମି ନଥିଲା ସ୍ଵର



1    56 2

ବିଶ୍ଵ ମାତୃଭାଷା ଦିବସ

Others

ଵିଶ୍ଵ ମାତୃଭାଷା ଦିବସ ବାରତା ଭାଷା ପ୍ରତି ବଢୁ ପ୍ରୀତି ସଵୁ ପ୍ରଦେଶରେ ଭାଷା ପ୍ରୀତି ଭାସେ ଓଡ଼ିଶାର ଅବନ୍ନତି



1    228 36

ହେ'ପବନ ତନୟ ତୁମ୍ଭ କୃପା ସତ୍ୟ '

Others

ଲଣ୍ଡା ପାହାଡଟା ସୁରମ୍ୟ ଇଲାକା ସୌନ୍ଦର୍ଯ୍ୟର ଗନ୍ତାଘର ସବୁଜ ବନାନୀ ହସିଉଠେ ଆଜି ଗୁଞ୍ଜରିତ ପକ୍ଷୀସ୍ଵର



2    30 1

ଉପହାର

Others

କବିର କବିତା ଚାରୁ ବନଲତା ଔପଚାରେ ଉଦ୍ଭାସିତ କବିପ୍ରାଣ ଯୋଗ୍ୟ ଉପହାର ମିତ କବି' କିନ୍ତୁ ଉପେକ୍ଷିତ



1    255 35

ପୁଲୁଓ୍ଵାମା ବିଭିଷିକା

Tragedy

ଆତ୍ମଘାତୀ ମତି ପାକିସ୍ଥାନୀ ଛବି ଜାଣିଛି ଏ'ସାରାଵିଶ୍ଵ କପଟି କୁବୁଦ୍ଧି ଆସେ ଲୁଚିଛପି କରିବାକୁ ସଵୁ ଧ୍ଵଂସ ! !



1    87 4

ସ୍ଵୟଂପୂର୍ଣ୍ଣା ଆମ ମାଆ

Inspirational

ଚିରଦୀପ୍ତିମୟୀ ହେ'ମାଆ କଲ୍ୟାଣୀ ଶତଶତ ପ୍ରଣିପାତ ହୃଦୟା ବିଭବା ହୀରାମୋତି ମାଳା ସୃଷ୍ଟି ତୋ ' ବିରଳ ମାତ ....



1    115 3

ବିଦ୍ୟା ଦାତ୍ରୀ ମାଆ ବୀଣାପାଣି

Others

ତବ ପାଦପଦ୍ମ ଶୁଭ୍ରକାନ୍ତି ବେଶ ତ୍ରୀପୁରେ ଅର୍ଜିଛି ଖ୍ଯାତି ପାଦରେ ଅଳତା କଟିମାଳା ସୂତା ଗଳାରେ ମୁକୁତା ମୋତି



1    200 4

ଶାଶ୍ଵତ ପ୍ରେମ

Others

ପ୍ରେମର ପରଶ ଆଣିଦିଏ ହସ ସୌଭାଗ୍ୟ ବିଜୟ ସତ ମଧୁମୟ ଭାଵ ହୁଅଇ ପ୍ରତୀତ ବହିଯାଏ ପ୍ରେମସ୍ରୋତ !4!



1    68 2

ସ୍ଵର୍ଣ୍ଣିମ ଆବାସ

Inspirational Others

ଜଗତର ନାଥ ଏ'ତୁମ୍ଭରି ବିଭବ ସୁଖର ସୌନ୍ଦର୍ଯ୍ୟ ଛବି , ଚିର ହସ ପୁଷ୍ପ ହେଉ ପ୍ରଷ୍ପୁଟିତ ଟିକିବସା ରଖ ଢାଙ୍କି !



1    37 1

ସ୍ଵର୍ଣ୍ଣିମ ଆବାସ

Others

ପିତାମହ ପିତା ନିର୍ମାଣ ଦେବତା ଗଢି ଯାଇଛନ୍ତି ନୀଡ , କମାଣ ନିହାଣ ସ୍ଵୟଂପୂର୍ଣ୍ଣ ଜାଣ ଭାଙ୍ଗି ପାରିବନି ଝଡ



1    72 2

ମହନୀୟ ବଳିଦାନ

Others

କୌଳିକ ବୃତ୍ତିର ବିରଳ ନାବିକ ସଂଘର୍ଷର ବରପୁତ୍ର , ବାଳୁତ ହୃଦୟ ସତରେ ବିଚିତ୍ର ଛାତିପାତି ଦେଲ ସତ୍ୟ



1    81 4

ଅପେକ୍ଷାରେ ଏକା ଏକା

Others

ଦୟ ମନ୍ଦିରେ ପ୍ରେମ ଘଣ୍ଟି ବାଜେ ତୁମ ନାମ ଗାଇ ଗାଇ , ମନ ଆକାଶରେ ତୁମ ଛବି ଭାସେ କେମିତି ଭୁଲିବି ମୁଇଁ !



1    117 2

ସ୍ମୃ୍ତି ଏକ ରୂପା ଜହ୍ନ

Others

ଦୂର ରାଇଜରେ ମୁଁ'ଯେ ଝୁରିମରେ ଅଭୁଲା ସ୍ମୃ୍ତିକୁ ଭାବି , ଫେରିବକି ମୋ'ର ପ୍ରେମୀକ ପ୍ରବର ଆଙ୍କିବି ମୁଁ' ପ୍ରେମ ଛବି ! !



1    105 4

ପୁସ୍ତକ

Others

ପ୍ରବନ୍ଧ ନିବନ୍ଧ ଗଳ୍ପ ଉପନ୍ୟାସ ପାଠକ ପ୍ରାଣର ମିତ , ଗଦ୍ୟ ପଦ୍ୟ ଧାରା ପୁସ୍ତକ ନିଆରା ସବୁତ ସୃଷ୍ଟିର ବିତ୍ତ !



1    193 5

ପାପ ପ୍ରେମ

ସ୍ୱାମୀହିଁ' ସର୍ବସ୍ୱ ସ୍ଵାମୀହିଁ' ପ୍ରସ୍ଵାଶ ପାନକର ପ୍ରେମ ରସ ;; ବିଶ୍ୱାସର ଘର ସୁଖର ସଂସାର କର ନାହିଁ କେଵେ ଧ୍ୱଂସ



1    80 2

ମହାନଦୀରେ ମହାବିପତ୍ତି

Tragedy

ବଣଭୋଜି ଖୁସି ନହୋଇଲା ବାସି ପାହିଲାନି କାଳ ରାତ୍ରୀ , ଏଯମ ବାପୁଡା ସତେ ପଥହୁଡା ମରଣର ମହା ସୂତ୍ରୀ ! !



2    52 3

ଆର ପାରିରେ ହାସ୍ୟ ପୁରୁଷ

Tragedy

ଅଦାଲତ ଦାଗ ବେନାମ ସୁହାଗ ଚଳଚିତ୍ର ସ୍ଵର୍ଣ୍ଣାକ୍ଷର , ଅନାଡି ନସିବ ୟାରାନା ହମ ଦର୍ଶକ ବିଭୋର ସ୍ଵର !



1    179 9

ନୂଆ ବରଷର ପହିଲି କିରଣ

Inspirational Others

ପାପର ବିଲୟ ହେଉ ଆହେ'ନାଥ ଏତିକି ବିନତି ଅଳି , ଅପସରି ଯାଉ ବ୍ୟଭିଚାରି ସତ ଲାଗିବନି ଆଉ କଳି !8!



1    95 3

ଦୁର୍ଲ୍ଲଭ ଜନମ ମଣିଷ ଜୀବନ

Inspirational

ସଂସାରୀ ଜୀବନ ଜଞ୍ଜାଳରେ ପୁର୍ଣ୍ଣ କର୍ମେ ରଖେ ଏକାଗ୍ରତା , ମାନବ ଜୀବନ ନୁହଁଇ କେବଳ ନିଜ ସ୍ଵାର୍ଥେ ସନ୍ନିହିତା !7! ସ୍ଵଳ୍ପ ସମୟର ଅବଧି ଜୀବନ



1    69 1

ଅର୍ଦ୍ଧାଙ୍ଗିନୀ

Romance

ଧନଧାନ୍ଯେ ଲକ୍ଷ୍ମୀ ସତେ ବାଗ୍ଦେଦେବୀ ଅଳଙ୍କାରେ ପରିପୁର୍ଣ୍ଣା , ସମୃଦ୍ଧିର ଛବି ନିରଳସେ ଆଙ୍କି ସାଜେ ପୁଣି ସ୍ଵୟଂପୂର୍ଣ୍ଣା !



1    550 3

ପ୍ରୀତି ଫୁଲ

Romance

ସୃଷ୍ଟିର ବୈଚିତ୍ର୍ୟ ଅପୂର୍ବମହକ ପ୍ରୀତିଫୁଲ ହୁଏ ଗେଲ ; କୋମଳ ପରଶେ ସତେ ସିଏ ହସେ ଆଉକେ ତା' ସମତୁଲ



1    357 3

ସପନର ରାଣୀ

Others

ସପନ ସୁନ୍ଦରୀ ଭୁଲିତ ଯିବନି ରହିଲା ମୋ' ପ୍ରେମ ରାଣ , ବାସ୍ତବେ ନହେଲେ ସପନ ମହଲେ ରଖିବ ମୋ ' ପ୍ରେମ ପଣ ! !



2    4.0K 6

ପ୍ରେମ ପାଇଁ ଫୁଲଟିଏ

Others Romance

ପୁନେଇଁ ରାତିରେ ଜୋଛନା ପ୍ରୀତିରେ, ଦେଖିବ ସପନ ବେଶି ;; ତାରାଫୁଲ ଦେଖି ପରଖିବ ପ୍ରୀତି ମନେମନେ ଦେବ ହସି



1    2.5K 3

କବିର କବିତା ଅପରାଜିତା

Others

ଏକବି ବାପୁଡ଼ା ସତେ କୃଷ୍ଣଚୂଡ଼ା ପାଖୁଡା ଦେଇଛି ମେଲି ; କୁହୁକର ଛବି ଦେଇଛିସେ' ଆଙ୍କି ମନ ପ୍ରାଣ ସବୁ ଢାଳି !!



1    3.3K 7

ସହଧର୍ମିଣୀ

Others

ଗଢି ପ୍ରେମବସା ଭରିଦେଲ ଆଶା ଜାଣିଛ କୁହୁକ ମନ୍ତ୍ର ; ବସାରେ ସାବକ ଖେଳିଲେ ସହସା ପଢାଇଲ ମୋତେ ଶାସ୍ତ୍ର



1    8.4K 11

ବଦଳି ଯାଇଚି ସତେ ମୋ' ଗାଁଆ ଚିତ୍ର

Others

ବଦଳି ଯାଇଚି ସତେ ମୋର ଗାଁଆ ଚିତ୍ର ହଜେଇ ଦେଇଛି ସତେ ମୋ' ପିଲାଦିନ ମିତ୍ର ! !



1    4.6K 7

କାର୍ତ୍ତିକ ମାହାତ୍ମ୍ୟ

Others

ଆକାମା ବୈଇ ପାନଗୁଆ ଥୋଇ ସମର୍ପଣେ ପାନଗୁଆ , ମାସକର ଧର୍ମ ହୋଇଯାଉ ମୋର ଦୁନିଆଁଟା ଲାଗୁ ନୂଆ ! !



2    5.5K 6

ପ୍ରିୟା ପ୍ରୀତି ସ୍ମୃତି ଗୀତି

Fantasy

ସରଗର ପରୀ ପ୍ରୀତି ଛନ୍ଦା ନାରୀ ସାଜେ ପରା ରାଜ ରାଣୀ ; କଵି ଝୁରିମରେ ପ୍ରତି ମୁହୂର୍ତ୍ତରେ ହୋଇ ପରା ଚିର ରୁଣୀ ! !



1    13.3K 4

ସ୍ଵର୍ଣ୍ଣ ମୟୀ ମାଆ ଭାରତୀ

Others

ବିଜୟର ଝଣ୍ଡା ମାଅା ହସ୍ତେ ଖଣ୍ଡା ଖଡଗ ଖପର ଧାରୀ , ଅନ୍ୟାୟ ଅନୀତି ସହ୍ୟସେ' କରେନି ଶତୃ ନାଶେ ଆଗଭରି ! !



1    13.4K 10

ପ୍ରେମ ଛବି

Others

ପ୍ରେମ ପଥ କଣ୍ଟକିତ ଧ୍ରୁବସତ୍ୟ କଵି ଖୋଜେ ସତ୍ୟାସତ୍ୟ ; ପରଖି ନିରିଖି ଖୋଜେ ହିଁ ରହସ୍ୟ ସାଜି ସତେ ଆନୁଗତ୍ୟ



1    7.0K 2

ମାନସିକ ଚାପ

Inspirational

ଏଚାପ ଦିବସ ଫୁଟାଇବ ହସ କାର୍ତ୍ତିକ ର ବୁଧବାର , ମାନବସମାଜ କରନାହିଁ ଦୁଃଖ ସର୍ବେ ଢାଳ ପ୍ରୀତି ନୀର ! !



2    6.5K 3

ଆସ ହେ ' ବଡବଡୁଆ

Others

ପରମ୍ପରାଗତ ପରବ ଏସତ ପୂର୍ବଜ ସ୍ମୃତିର ପ୍ରୀତି , ବଡ଼ ବଡୁଆଙ୍କ ମର୍ତ୍ତ୍ୟ ଆଗମନ ଜଳି ଉଠେ ଅର୍ଘ୍ୟ ବତୀ ! !



2    13.4K 3

ଶୁଭ ଦୀପାବଳି

ପୂର୍ବଜ ପିତୃଜ ସ୍ମୃତିର ପ୍ରତୀକ ଦୀପାଲୋକେ ଆବାହନ , ଆଲୋକର ପର୍ବ କରଇ ସ୍ଵାଗତ କୃପାକର ସ୍ଵର୍ଗ ଜନ



1    6.6K 7

ସାଧବ ବୋହୂ

Others

ସାତ ସାଧବକୁ ସାତ ସୁନାବୋହୂ ଚନ୍ଦ୍ରମା ବଦନି ରାଣୀ , ଲକ୍ଷ୍ମୀର ପ୍ରତିମା କୁଳର ଗାରିମା ସଭିଏଁ ମଥାର ମଣି ! !



1    13.5K 4

ଅ ଭି ପ୍ରା ୟ

Others

ଅଭିପ୍ରାୟେ ଲେଖେ ଲେଖନୀ କୁହୁକେ ଜଗତର ଦୁଃଖ ଯେତେ ;; ବାର୍ତ୍ତାବହ ସାଜି ଦିଏ ସୁଖ ଖୋଜି ସଙ୍କଟେ ଉତ୍କଟେ ସତେ !!



1    6.8K 2

ଶୁଭ ଅବକାଶେ ମାତୃ ପ୍ରୀତି ଭାସେ

Others

କେତେ ସାଜସଜା ଆଲୋକର ମାଳା ବୈଭବରେ ପୀଠ ସ୍ଥଳି , ଏମର୍ତ୍ତ୍ୟ ଭକତ ମାଅାର ଦାୟାଦ ହସ୍ତେ ତା'ର ଅର୍ଘ୍ୟ ଥାଳି ! !



2    7.1K 8

ପାର୍ବଣ ସମ୍ଭାର

Others

ପାପ ନାଶକର କୋପ ନାଶ କର ଶକ୍ତି ରୁପା ମାଆ ଦୁର୍ଗା , ହସିବ ସଂସାର ତୁମ୍ଭରି ବିଭବ ସଦା ଥାଉ କୃପା ନିଘା ! !



1    13.3K 7

ମଆର ପାର୍ବଣ

Others

ପୂଜାମଣ୍ଡପରେ ଭକତି ଅର୍ଘ୍ୟରେ ଦେବ ଶୁଭ ଆଶୀର୍ବାଦ , ହସିବ ଭକତ ଦୁଃଖି ଜନ ସତ ସୁଖ ହେବ ଫଳପ୍ରଦ



1    6.8K 7

ମୁଁଶୈଶବ ପୀଡ଼ିତା

Tragedy

ଏକି ହୀନ କର୍ମ କଲୁରେ କୁକର୍ମ ପଶୁ ଠାରୁ ହେଲୁ ହୀନ ;; ନୁହେଁ ତୁ ମଣିଷ ସମାଜେ କଳଙ୍କ ଜୀବଜଗତ ରୁ ଭିନ୍ନ !!



1    6.6K 5

ମାଆ ଦଶଭୁଜା

Others

ପୁଷ୍ପେ ବିମଣ୍ଡିତ ମାଆର ମଣ୍ଡପ ଆହାକି ଅପୂର୍ବ ଶୋଭା ; ମାଆ ଦଶଭୁଜା ଯତନରେ ସଜା ପଦ୍ମଜା ବୀଭଜା ରମ୍ଭା !! ହେ'ମାଆ ଦୁର୍ଗା ହସିବ...



1    6.8K 4

ତିତିଲ୍ ଆସୁଚି

Others

ହେ'ପ୍ରକୋପୀ ତିତିଲ୍ ହବୁନି ଫାଜିଲ୍ କରିବୁନି କିଛି କ୍ଷତି ; କରୁଚୁ ବିନତି ରଖିବୁରେ ଅଳି ସମ୍ପର୍କେ ବଢିବ ପ୍ରିତୀ !!



1    6.8K 4

ପ୍ରତାରଣା

Others Romance

ପ୍ରତୀକ୍ଷାର ଫଳ ନୁହଁଇ ମିଷ୍ଠକ ଭବିଷ୍ୟତ ଅନ୍ଧକାର ; ପ୍ରେମର ଗଣିତ ତୃଟିପୂର୍ଣ୍ଣ ମୋର କ୍ଷୀଣ ହେଲା କଣ୍ଠ ସ୍ୱର !!



1    7.2K 5

"କଵିର କଲମ "

Others

ଶୁଦ୍ଧ ପ୍ରାଣଚିତ୍ତ ଲେଖନୀ ସର୍ବସ୍ୱ ସ୍ୱର୍ଣ୍ଣାଭ ଅକ୍ଷର ବିତ୍ତ ; ସମାଜର ଛବି ଆଙ୍କିଦିଏ କଵି ପ୍ରଭୁ କୃପା ଭିକ୍ଷା ଦତ୍ତ



1    13.5K 7

ହେ ମହାନ ଅତ୍ମା ଗାନ୍ଧୀ ମହାତ୍ମା "

Action Others

ଏତେ ତ୍ୟାଗ ପରେ ଏଇ ଭାରତରେ ଶତୃ ସାଜେ ନାଥୁରାମ ; ଗୁଳିବିଦ୍ଧକରି ମାରିଲା ସେ ପାପୀ ବୋଲି ଗଲ ହାୟ ରାମ !!



1    1.5K 7

ପରକୀୟା ପ୍ରିତୀ

Others

ସଂସାର ର ଛବି ଦେଖ ଆଖି ବୁଜି କୁଳବଧୂ ଅଛି ଘରେ ; କୁଳର ଚନ୍ଦ୍ରମା' ନାହିଁ ପାପ ଚିନ୍ତା ହସି ଦିଏ ସରାଗରେ !!



1    7.4K 11

ପ୍ରୀତି ପୁଷ୍ପ

Romance

ମୁଁ'ଯେବେ ଦେଖିଲି ତୁମ ରୂପକାନ୍ତି ; ଆତ୍ମା ହେଲା ମୋର ତୃପ୍ତି ; ବିବାହ ତାରିଖ ହୋଇ ନାହିଁ ଧାର୍ଯ୍ୟ ସପନେ କରିଛି ସାଥୀ !!



1    6.7K 5

ନିବିଡ ବନ୍ଧୁତା ସମ୍ପର୍କର ଛିଟା

Inspirational

ନିବିଡ଼ ବନ୍ଧୁତା ସମର୍କର ଛିଟା ସାତରଙ୍ଗ ବୋଳି ଦିଏ ; ଏରଙ୍ଗ ନିଅାରା ଏଭାବ ନିଅାରା ହୃଦୟକୁ ଛୁଇଁ ଦିଏ !!



1    13.7K 2

ବିରହ

Others

ପ୍ରେମ ପୂଜାରିଣୀ ପାରେ ନାହିଁ ଚିହ୍ନି ପ୍ରେମିକ ମଣି କୁ ତା'ର ; ନୂଆ ସ୍ୱପ୍ନ ଦେଖି ଯାଏ ବାଟ ହୁଡି ସ୍ୱପ୍ନରେ ହୋଇ ବିଭୋର !!!



1    6.9K 5

ଦୁହିତା

Inspirational

ମାତାବୋଲି ତୁମେ ଯା'କୋଳେ ହସିଲ ସିଏ ବି 'କାହା ନନ୍ଦିନୀ ; ସ୍ଵଚ୍ଛ ହୃଦୟରେ କର ସନମାନ କାହିଁଏତେ ମନ ମାନି !! କବିଟିଏ ବୋଲି କରୁ



1    6.9K 8

ପ୍ରେମର ବିଶ୍ୱାସ

Others

ପ୍ରେମ ଅନୁଭବ ଆଣିଛିବିପ୍ଳବ ଦେହ ମନେ ଶିହରଣ ; ତୁମ ବିନା ସାଥୀ ପାରିବିନି ବଞ୍ଚି ହୃଦୟର କୋହ ଜାଣ !!



1    6.9K 8

ହେ ବିଶ୍ୱନିୟନ୍ତା ବିଶ୍ୱକର୍ମା

Others

ଆ'ହେ ସୃଷ୍ଟି କର୍ତ୍ତା ସୁଦକ୍ଷ ନିର୍ମାତା ପରମ ବ୍ରହ୍ମ ବିଶ୍ୱକର୍ମା ;; ଆଜି ଶୁଭ ପର୍ବ ଦିଅ ଆଶୀର୍ବାଦ ସର୍ବ ତୃଟି କରି କ୍ଷମା !!



1    6.8K 4

ହେ ପ୍ରଭୁ ଗଜାନନ

Others

ହେ ପ୍ରଭୁ ଗଣେଶ ବଖାଣିଛି ସତ ତୁମ୍ଭରି ଭକତି ଅର୍ଘ୍ୟ ; ମୁଁ ଅଧମ ସୁତ ତୁମ୍ଭରି ଆଶ୍ରିତ ସର୍ବ ବିଦ୍ୟା ହେଉ ଧାର୍ଯ୍ୟ !!



1    4.7K 4

ଆହେ ପିତୃ ଦେବ

Inspirational

ପିତୃ ଆଶୀର୍ବାଦ ସର୍ବଶ୍ରେଷ୍ଠ ଜୟ ମଙ୍ଗଳ ବିଧାନ ପାଇଁ ;; ସ୍ୱର୍ଗ ଠାରୁ ବଡ ପିତାର ହୃଦୟ ଏହାର ବିକଳ୍ପ ନାଇଁ !!



1    13.4K 3

ଦିଅ ପ୍ରଭୁ ଶୁଭ ଆଶିଷ

Inspirational Others

ଶତାୟୁ ହେଉ ମୋ ପୁତ୍ର !! ବିଶ୍ୱ ନିୟନ୍ତା ମୁଁ ତୁମରି ଆଶ୍ରିତା କରିବନି ହତାଦର ; ପିଲା ପରିବାର ତଵ ହସଫୁଲ ଆହେ ପ୍ରଭୁ ନିରାକାର !!



1    7.1K 4

ଗୁରୁଦେବ ଚିର ନମସ୍ୟ

Inspirational Others

ହେ ଚିର ନମସ୍ୟ ସର୍ବପଲ୍ଲୀ ସୁତ ଭୂତପୂର୍ବ ଗୁରୁ ବ୍ରହ୍ମା ; ତଵ ଜନ୍ମ ଦିନ ଭାରତେ ବଦିତ ଗୁରୁ ପାଏ ପଦ ପୂଜା !!



1    7.0K 8

କଳା କହ୍ନେଇ

Others

ହେ ବ୍ୟଭିଚାରୀ ପିତୃ ନିନ୍ଦାକାରୀ ସଅଳେ ତୁ ଯିବୁ ତରୀ ଗୋପରେ ବଢୁଛି କଳା କହ୍ନେଇରେ ପୁଷ୍ପ ପ୍ରୀତି ଭାର ଧରି !



1    6.2K 3

ମାଆର ବିକଳ୍ପ କଳ୍ପନାତୀତ

Inspirational

ମାଆ ଆଶୀର୍ବାଦ ଶୁଭପ୍ରଦାୟକ ଆହାକି ଏ ଭାବମୟ ;; ସବୁ ଅସମ୍ଭବ ହୁଅଇ ସମ୍ଭବ କାହାକୁ ନ ଥାଏ ଭୟ !!!



2    13.7K 7

ପ୍ରେମ ସ୍ୱପ୍ନ ଗଢେ ନୀଡ଼

Romance

ପ୍ରେମସୁନା ନୀଡ଼ ଦୁହିଁଙ୍କ ସପନ ହୃଦୟରେ ଭରେ କୋହ ; ସତେକି ସମ୍ଭବ ଏ ପ୍ରେମର ବିଭବ ତୁଟେ ନାହିଁ ଜମା ମୋହ



1    6.9K 6

ଦୁତି ତୁମେ ଚାନ୍ଦର ଚାନ୍ଦିନୀ

Inspirational

ଅଭାବ କଷଣ ସବୁ ଦୂର ହେବ ଅଚିରେ ଘୁଞ୍ଚିବ ଦୁଃଖ ; ହୃଦୟର ସହ ଘେନ ଏ ସୌହାର୍ଦ୍ଦ୍ୟ ଆସିବ ସୁଦିନ ସୁଖ !!



1    6.7K 3

କବି ତ ଅନେକ

Others

କଵି ଯୋଗ୍ୟ ସୁତ ହୁଅଇ ପ୍ରତୀତ ସମାଜ ର ବରପୁତ୍ର ;; କିଛି ଅବଦାନ ଅମୃତ ସମାନ ଆତ୍ମାର ପବିତ୍ର ଚିତ୍ର !!



1    6.6K 6

ସମୃଦ୍ଧି ପରବ ଏ ରକ୍ଷାବନ୍ଧନ

Inspirational

କରିଛି ପ୍ରତୀକ୍ଷା ହେ ମହାନ ଆତ୍ମା କୁଶଳେ ଆସିବ ନୀଡ଼େ ;; ରାକ୍ଷୀ ପୂର୍ଣିମା ରେ ଚନ୍ଦ୍ରମା ହସିବ ଭଗିନୀ ଦୁଲଣୀ କୋଳେ !!



1    6.7K 4

ମାଆ ପରି କିଏ ହବ

Inspirational

ମାତୃ ଦିବସ ର ଶୁଭ ଅବସରେ କର ହେ ପ୍ରତିଜ୍ଞା ସର୍ବେ ; ମାଆ କୁ ସଂମାନ ରମ୍ୟ ଉପହାର ସମର୍ପିବା ଖୁସି ରବେ !



1    6.9K 5

ତୁମକୁ ଦେଖିଲା ପରେ

Romance

ତୁମକୁ ଦେଖିଲା ପରେ ପ୍ରେମ ଗୀତ ଗାଏ ;; ତୁମକୁ ଦେଖିଲା ପରେ ପ୍ରେମ ଛବି ଆଙ୍କେ !!!



1    6.8K 6

ସ୍ୱପ୍ନ

Romance

ଏ ପ୍ରେମର କହାଣୀ ଲିଭିତ ଯିବନି ବଞ୍ଚିଥିବା ଯାଏ ମୁଁହିଁ ; କହ ସୁନାଗୋରୀ ଆସିବୁକି ଫେରି ତୋ'ପ୍ରେମ କୁ ଦେବିନି ଦ୍ୱାହି !!



1    7.0K 6

ସୁହାଗ ସିନ୍ଦୂର

Inspirational

ଜୀବନ ସାର୍ଥକ କରିଛ ମୋହର ପାଇଚି ମୁଁ ପରିଚୟ ; ଏ ଦାନ ମହାନ ମୁଁ ସ୍ୱୟଂପୂର୍ଣ୍ଣ ତୁମଠାରେ ପ୍ରେମ ଲୟ !!



1    6.5K 3

ପରଲୋକରେ ମହାନାୟକ

Tragedy

ବହେ ଅଶ୍ରୁ ଧାର ଆହେ ସୁକୁମାର ଶୁବିବନି ଆଉ ସ୍ୱର ; ତଵ ଶୂନ୍ୟସ୍ଥାନ ହେବନି ପୂରଣ ତମେ ଥିଲ ନିରାଧାର !!



1    6.7K 8

ଅସ୍ତ ଅଟଳ ନୀରବ ଭାରତ

Tragedy

ବିଶାଳ ହୃଦୟ ଜନମାନସର କଵି ପୁଣି ରାଜନେତା ; ସ୍ଵଚ୍ଛସାଶନର ଥିଲ ସୂତ୍ର ଧର ସ୍ୱୟଂପୂର୍ଣ୍ଣ ଅଭିନେତା !



2    6.7K 5

ଶୁଭ ଅବକାଶ କଵି ଦିବସ

Inspirational

କବୀର ପ୍ରେମିକା ସ୍ମୃତି ଅନାମିକା ସରଗର ଅପସରୀ ; କଵିପ୍ରେମ କରେ ସପନ ନିଦରେ ଲେଖନୀ ପରଶେ ଝୁରି !



1    6.8K 4

ସ୍ମୃତିରେ ତେଜସ୍ୱୀ

Tragedy

କଥା କୁହୁକରେ ଏ ସାରା ବିଶ୍ୱରେ ଥିଲ ମହାବାଗ୍ମୀ ଭୀଷ୍ମ ; ତେଜସ୍ୱୀ ଭାଷଣ ମୁଖେ ବଜ୍ରବାଣ ମୁଖେ ଥିଲା ଚିର ହସ !!



1    1.3K 6

ଜଞ୍ଜାଳ

Others

ଆହାକି ବିଚିତ୍ର ଏ ଜଞ୍ଜାଳ ର ଚିତ୍ର ଆଂକୁଚି ମୋ କଵି ଚିତ୍ତ ; ଅଭାବ କଷଣ ଆଣଇ ଦୁର୍ଦ୍ଦିନ ; ଆଖି ଲୁହ ପିଏ ଓଠ !



1    7.1K 5

ପ୍ରଦୂଷଣ ଦୁଃଖ

Inspirational

ପ୍ରତିକାର ପନ୍ଥା ଥାଇ ମଧ୍ୟ ଜଣା ଅବହେଳା କରେ ଜାଣି ; ଚରା ରୋପିବାରେ କୃପଣ ସେ ସାଜେ ଶୁଣେ ନା ଅମୃତ ବାଣୀ !!



1    7.1K 9

ଅସ୍ତ ଅଟଳ ନୀରବ ଭାରତ

Others

ଜୀବନ ସଂଘର୍ଷେ ଥିଲ ତ ଉକର୍ଷେ ଇତିହାସ ମୁକ ସାକ୍ଷୀ ;



2    6.7K 6

ଆମେ କେତେ ସ୍ୱାଧୀନ

Inspirational

ତ୍ରିତଳ ପ୍ରାସାଦ ରାଜତନ୍ତ୍ର ସୁଖ ଗଣତନ୍ତ୍ର ବ୍ରହ୍ମଅସ୍ତ୍ର ; ଲଭିନାହିଁ ଶିକ୍ଷା ସେହି ମାନବଟା ସିଂହାସନେ ଅଳଙ୍କୃତ !!



1    7.1K 6

ରଥ ପଥ ଜଗନ୍ନାଥ

Others

ଘଣ୍ଟ ହୁଳ ହୁଳି ପଡଇ ଉଛୁଳି ରଥ ଯାଏ ଗଡି ଗଡି ; ଅହେଡ ଜଗନ୍ନଥ ହୁଅ ହେ ସଦୟ ସବୁ ପାପ ଯାଉ ଛାଡି !!



1    6.8K 5

ରଥ ପଥ ଜଗନ୍ନାଥ

Inspirational

ଭାବ ବନ୍ଧନରେ ପ୍ରୀତି ପରଶରେ ଭକ୍ତ ମନ ନିଅ ମୋହି ; ଶ୍ରୀକ୍ଷେତ୍ର ନିବାସୀ ଉତ୍କଳର ସାଥୀ ତୁମ ପରି କେହି ନାହିଁ !!



1    13.6K 5

ସଂସାରୀ

Inspirational

ହେ ସଂସାରୀ ମଣିଷ ଓଠେ ଫୁଟୁ ହସ ଏତିକି କାମନା ମୋର ; କବିଟିଏ ବୋଲି ଭାବୁଛି ମୁଁ ଖାଲି ଢାଳିମୋ ନୟନୁ ନୀର !!



1    6.9K 4

ପ୍ରୀତି ପ୍ରିୟତମା

Romance

ଫଗୁଣ ଆସିଲେ ବେଶି ମନ ଝୁରେ ଶୁଭ ଲଗନ କୁ ଦେଖି ; ପ୍ରେମ ମନ ଭଷା ବୁଝେନି ମୋ ପ୍ରିୟା କେମିତି ମୁଁ ହେବି ସୁଖୀ !!



1    7.0K 7

ହେ ବୀର ସୈନିକ ଯୋଗ୍ୟତମ ସୁତ

Inspirational

ଶେଷ ଶ୍ରଦ୍ଦାଞ୍ଜଳୀ କରୁଚି ଅର୍ପଣ ହେ ବୀର ଜବାନ ସୁତ ; ଅମର ରହିବ ତଵ ନାମ ସତ ଶତ ଶତ ପ୍ରଣିପାତ !!



1    6.9K 8

ନିରିମାଖି ଫୁଲ କୋଠର ଆଘାତ

Others

ଶେଷ ଶ୍ରଦ୍ଧାଞ୍ଜଳୀ ପୁଷ୍ପ ର ଆଞ୍ଜୁଳି କରୁଛି ମୁଁ ସମର୍ପଣ ;; ହେ ଶିଶୁ ଗଣ କରହେ ଗ୍ରହଣ ଏ ଶ୍ରଦ୍ଧାର ସୁମନ ଜାଣ !!



1    7.2K 8

ଆହେ ଜଗନ୍ନାଥ ଜଗତର ନାଥ

Others

ବଡ ଦାଣ୍ଡ ଧୂଳି ଦେବି ଦେହେ ବୋଳି ପାପ ମୋର ଯିବ ଧୋଇ ; ଶ୍ରୀକ୍ଷେତ୍ର ନିବାସୀ ମୁଁ ସାଜିବି ପଡୋଶୀ ତୁମ ନାମ ଗାଇଗାଇ !!



1    13.6K 7

ଶୁଭ ବିବାହ

Inspirational

ଏ ଶୁଭବିବାହ ସୁନା ନୀଡ଼ ସ୍ୱପ୍ନ ଆମେତ ଝୁରିବା ସଦା ; ସାବ କେ ଆମର ପିଢ଼ି ସୂତ୍ର ଧର ପାଳିବେ ଆମର ପ୍ରଥା !!



1    7.4K 13

ତୁମେ କୁହ ପ୍ରିୟତମା

Romance

ଭଲ ପାଏ ବୋଲି ଭୁଲି ମୁଁ ପାରୁନି ଝୁରି ହୁଏ ଦିନ ରାତି !! କୁହ ପ୍ରିୟତମା କେମିତି ଭୁଲିବି ଅଲିଭା ଏପ୍ରେମ ସ୍ମୃତି !!



1    1.2K 8

ବରଷା ପ୍ରେମକୁ ଭରସା କରିଛି

Others

ମୋ ଲେଖନୀ ପ୍ରେମିକା ସାଜେ ସ୍ମରଣିକା ଅପସରି ଯେବେ ଯାଏ;; ଆରବ ବରଷ କୁ ଆସିବ ଘରକୁ ସିନ୍ଥୀରେ ସିନ୍ଦୁର ନାଏ !!!



1    13.2K 7

ଏଇ ବୋଧେ ପ୍ରେମ

Inspirational

ସାବକ ବଢିଲେ ଦୂରେ ଉଡ଼ିଯାଏ ମା' କଥା ଯାଏ ଭୁଲି ;; ଏଇ ବୋଧେ ପ୍ରେମ ନିଆରା ସମ୍ପର୍କ କଵିଟା ହଉଛି ଭାଳି.....



1    6.7K 9

ପାପା ତୁମ ସ୍ମୃତି ଭାସେ ମନ ଆକାଶରେ

Inspirational

ସୁଖ ନୀଡ଼ ଗଢି ଗଲ ହେ ବାହୁଡି କରିନାହଁ ସୁଖ ଭୋଗ ; ତ୍ୟାଗପୂତ ତୁମ ଜୀବନ ଆଦର୍ଶ କେ ହବ ତୁମରି ସମ....



1    6.3K 7

କବିର ଭାବନା

Others

ସରସ୍ୱତୀ ଘରେ ଲକ୍ଷ୍ମୀ ଅପସରେ ଏ କଥା କଵିକୁ ଜଣା ; ତଥାପି ପ୍ରୀତିରେ ଲେଖନୀକୁ ଧରେ ହୁଏ ନାହିଁ ବାଟ ବଣା !!



1    6.5K 6

ଅବକାଶେ ଅବସାଦ

Inspirational Others

ଅପସରି ଯିବ ଦୁଃଖ ର ମୁହୂର୍ତ୍ତ ମନ କୁ ସରସ କଲେ ; ବିକାର ଚିତ୍କାର ର ନୁହେଁ ଶୁଭଙ୍କର ବୟସର ପ୍ରେମ ମୂଲେ !!



1    7.3K 11

ବିଶ୍ୱାସ

Inspirational

ଦୁଃଖ ମୋ ଏତିକି ମୁଁ ସବୁ ଜାଣିକି ଅଜଣା କହାଣୀ ଲେଖେ .....



1    6.6K 6

କିଏ ସତେ କାନ୍ଦୁଚି ?

Inspirational Others

ହେ ଆରକ୍ଷୀ ବାହିନୀ ସଚେତନ କର୍ମୀ ଫୁଲ କଢ଼ି ଆମ ମାଆ ; ମାଆ କୁ ସୁରକ୍ଷା ଦେବା ଆମେ ସଦା ଲିପିବଦ୍ଧ ହେବ ନାଁଆ !!!



1    7.1K 18

ତୁମକୁ ଦେଖିଲା ପରେ

Romance

ପ୍ରେମ ରଙ୍ଗ ଗୋଲାପୀ ମନ ନିଏ ମୋହି ଏ କଥା କହିଛ ତୁମେ !!



1    6.8K 11

କବି

Inspirational Others

କବିଟା ସ୍ୱତନ୍ତ୍ର ଲେଖନୀତା'ଅସ୍ତ୍ର ସମାଜ ସସ୍କାରେ ମନ ;; କୁହୁକ ମନ୍ତର ଶବ୍ଦ ର ଭଣ୍ଡାର କବିର ନିଅାରା ଧନ !!!!



1    6.7K 6

ବିରହ

Inspirational

ପ୍ରେମିକା ବାୟାଣୀ ରଚେ ତ କହାଣୀ ଅପସରି ଯାଏ ସୁଖ !!!



1    6.6K 3

ନାରୀ ପ୍ରଗତୀର ରାଣୀ

Inspirational

ସତ ପ୍ରଣୀପାତ ହେ ନାରୀ ସମାଜ ଗାଉଚି ହୃଦୟ ଗୀତି !! ଅବଳା ଦୁର୍ବଳା ନୁହେଁ ଆମ ନାରୀ ସବୁଥିରେ ସମକ୍ଷକ ;



1    6.6K 7

ମାଆ ପରି କିଏ ହବ

Inspirational

ଅମୃତ ଦାୟୀନି ସଂସାର ର ରାଣୀ ସୃଷ୍ଟି କୁ ବଞ୍ଚାଇ ରଖେ ; ଭାବବିନୋଦିନୀ ଜନର ଜନନୀ ଦୁଃଖ ସୁଖ ସ୍ୱାଦ ଚାଖେ !



1    1.3K 4