ମୋର ଚିତ୍ତ
ମୋର ଚିତ୍ତ
ହେ ମୋର ଚିତ୍ତ ପୂଣ୍ୟ ତୀର୍ଥେ
ଜାଗରେ ଧିରେ
ଏଇ ଭାରତର ମହାମାନବର
ସାଗର ତୀରେ।
ଏଠି ଛିଡ଼ା ହୋଇ ଦ୍ବିବାହୁ ପ୍ରସାରି
ନମି ନର ଦେବତାଙ୍କୁ।
ପୁରବ ପଶ୍ଚିମ ମିଳିମିଶି ଏଠି
ଏକାକାର ଦେଖୁଁ ଦେଖୁଁ।
"ବିଶ୍ବ କବିଙ୍କ ଲେଖନୀରୁ ଭାବାନୁବାଦ,
ହେ ମୋର ଚିତ୍ତ ପୂଣ୍ୟ ତୀର୍ଥେ
ଜାଗରେ ଧିରେ
ଏଇ ଭାରତର ମହାମାନବର
ସାଗର ତୀରେ।
ଏଠି ଛିଡ଼ା ହୋଇ ଦ୍ବିବାହୁ ପ୍ରସାରି
ନମି ନର ଦେବତାଙ୍କୁ।
ପୁରବ ପଶ୍ଚିମ ମିଳିମିଶି ଏଠି
ଏକାକାର ଦେଖୁଁ ଦେଖୁଁ।
"ବିଶ୍ବ କବିଙ୍କ ଲେଖନୀରୁ ଭାବାନୁବାଦ,