ଜୀବନ
ଜୀବନ
ଦୁଃଖ ତ ଆମର ଅତି ଆପଣାର
ସୁଖ ଏଠି ପରଦେଶୀ
ଜିଇଥିବା ଯାଏଁ ସବୁ ଦୁଃଖ ସହି
ବଞ୍ଚିଯିବା ହସିହସି।
ଜୀବନେ ଯେତେକ ସୁଖ ଦୁଃଖ ଆସେ
ସବୁତ ଆମରି ପାଇଁ।।।
ଦୁଃଖ ତ ଆମର ଅତି ଆପଣାର
ସୁଖ ଏଠି ପରଦେଶୀ
ଜିଇଥିବା ଯାଏଁ ସବୁ ଦୁଃଖ ସହି
ବଞ୍ଚିଯିବା ହସିହସି।
ଜୀବନେ ଯେତେକ ସୁଖ ଦୁଃଖ ଆସେ
ସବୁତ ଆମରି ପାଇଁ।।।