Audio

Forum

Read

Contests

Language


Write

Sign in
Wohoo!,
Dear user,
ମାନବିକତା
ମାନବିକତା
★★★★★

© Niranjan Sahu

Inspirational

1 Minutes   6.6K    4


Content Ranking

ସମସ୍ତେ କୁହନ୍ତି ଏଇ ଦୁନିଆରୁ

ମାନବିକତା ହଜିଗଲାଣି

ମାନବିକତା କେବେ ହଜେନାହିଁ

ହଜେ ଖାଲି ନିଜର ଠାଣି

ମଣିଷ ପାଖରେ ହୃଦୟ ଟେ ଅଛି

ସେ ଅଟେ ଶାଶ୍ବତ ସୁନ୍ଦର ||


ଦୁଃଖ ଦେଖିଦେଲେ ତରଳି ଯାଏ

ପର ହେଉ ଅବା ନିଜର

ଜନମ ହୋଇଛେ ମରିବା ନିଶ୍ଚୟ

ଏତ ନିୟତିର ଖେଳ ||


ମାନବିକତାକୁ ଅସ୍ତ୍ର କରିଥିଲେ

ସହଜ ହୁଏ ଜଞ୍ଜାଳ

ମାନବିକତା ମାନବ ଧର୍ମ

ଏକଥା ମନେ ରଖିବୁ

ପର ସେବାରେ ସହଯୋଗ କଲେ

ସୁଖରେ ଦିନ କାଟିବୁ ||

ମାନବିକତା ଦୁଃଖ ମଣିଷ

Rate the content


Originality
Flow
Language
Cover design

Comments

Post


Some text some message..