ନାରୀ
ନାରୀ
ସୃଷ୍ଟିକାରିଣୀ ସଙ୍କଟତାରିଣୀ
ଲୀଳାସଙ୍ଗିନୀ ତୁମେ ଅର୍ଦ୍ଧାଙ୍ଗିନୀ
ବାନ୍ଧବୀ ରୂପିଣୀ ମାତୃ ସ୍ୱରୂପିଣୀ
ବେଦ ବେଦାନ୍ତରେ, ଉପନିଷଦରେ,
ତୁମେ ବନ୍ଦିତା, କେହି ନୁହେଁ ତୁମ ସରି
ଅଟଇ ତୁମେ ଯେ ନାରୀ, ଅଟଇ ତୁମେ ଯେ ନାରୀ |
ସୃଷ୍ଟିକାରିଣୀ ସଙ୍କଟତାରିଣୀ
ଲୀଳାସଙ୍ଗିନୀ ତୁମେ ଅର୍ଦ୍ଧାଙ୍ଗିନୀ
ବାନ୍ଧବୀ ରୂପିଣୀ ମାତୃ ସ୍ୱରୂପିଣୀ
ବେଦ ବେଦାନ୍ତରେ, ଉପନିଷଦରେ,
ତୁମେ ବନ୍ଦିତା, କେହି ନୁହେଁ ତୁମ ସରି
ଅଟଇ ତୁମେ ଯେ ନାରୀ, ଅଟଇ ତୁମେ ଯେ ନାରୀ |