Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiran Manisha Mahanti

Inspirational

2  

Kiran Manisha Mahanti

Inspirational

ଦଲାଲ

ଦଲାଲ

1 min
6.8K


ନିଜର ଆର୍ଥିକ ଅବସ୍ଥା

ଓ ସେମାନଙ୍କର ମିଠା କଥାରେ

ଲୁଟିନେଲେ ତୁମଠାରୁ

ତୁମର ସବୁ ପରିଶ୍ରମ

ଦାଦନ ଖଟାଇ...।


ଦଲାଲ ସାଜିଲେ

ଛଳନାରେ ଭରପୁର

ଭିନ୍ନ ବାହାନାକରି ବିକିବାକୁ

ପଚାଇଲେ ନାହିଁ

ମାଟି ବୋଝର ଦାମରେ

ଜ୍ୱର କିମ୍ବା ପରିଶ୍ରମରେ

ବେମାର ପଡିଲେ କେହି

ବାହାନାର ଆଖ୍ୟା ଦେଇ

ପିଟିବାକୁ ଲାଗନ୍ତି

ଏଇ ଦଲାଲ ମାନେ

ମୁଠେ ଭାତ ପଟେ ରୁଟି ପାଇଁ

ଲୁହରେ ବତୁରେଇବାକୁ ପଡେ

ଆଖି ପତା...।


କଷ୍ଟ ଭରା ହାତର ପାପୁଲିରେ ବି

ଲୁହ ଅମାନିଆ

ନା ବୁଝାଇ ପାରେ ମନକୁ

ନା ରୋକିପାରେ ଛାତିର କୋହକୁ

ଏଇ ଦଲାଲ ମାନଙ୍କ ପାଇଁ ..।


Rate this content
Log in

More oriya poem from Kiran Manisha Mahanti

Similar oriya poem from Inspirational