Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhubanananda Adhikari

Inspirational

3  

Bhubanananda Adhikari

Inspirational

ଜୀବନ

ଜୀବନ

1 min
7.0K




କେବେ ସିଏ ଅବେଳାରେ ସାତତାଳ ନିଦ

ଆଉ କେବେ ଆଖି ତଳେ ଲୁଚାଛପା କେତେ ସପନ

ଜୀବନ ଜୀବନ

ଜୀବନ ଜୀବନ


ରାତି ଥିଲେ ହବ ଦିନ

ଦିନ ଥିଲେ ରାତି

ତଥାପି ଏ ମନ ଜମା

ବୁଝେନା କେମିତି

କେବେ ସେ ନିଶ୍ୱାସ

କେବେ ସେ ବତାସ

ପୁଣି ଆଉ କେବେ କେବେ

କୁହୁକ ମଳୟ ପବନ...

ଜୀବନ ଜୀବନ.............


ମଲ୍ଲୀ ପରି କେବେ ବାସେ

ଦିନ ଆଲୁଅ ରେ

କେବେ ସାଜିଯାଏ ଗଙ୍ଗ-

-ଶିଉଳି ନିଶିରେ

କେବେ ପଣତ ର ଛାଇ

କେବେ ସେ ଅଫେରା ନଈ

ପୁଣି ଆଉ କେବେ କେବେ

ନିଠୁର ଜୁଇ ର ଦହନ

ଜୀବନ..

ଜୀବନ...

ଜୀବନ....


(ଭୁବନାନନ୍ଦ ଅଧିକାରୀ)


Rate this content
Log in

Similar oriya poem from Inspirational