Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

5.0  

Sukanti Hotta

Inspirational

ଗଛଟିଏ ମୁଁ ଗଛଟିଏ

ଗଛଟିଏ ମୁଁ ଗଛଟିଏ

1 min
319


ଗଛଟିଏ ମୁଁ ଗଛଟିଏ


ଘରେ ଘରେ ରଖି କରନ୍ତି ଆଦର

ସୃଷ୍ଟିର ଶ୍ରେଷ୍ଠ ଜୀବଟିଏ

ମାଟିକୁ ମୁଁ ଶକ୍ତ ଧରିଥାଏ ।


ଗଛଟିଏ ମୁଁ ଗଛଟିଏ


ମୋର ଫୁଲ ଫଳ ଡାଳ ପତର

ସଭିଙ୍କ କାମରେ ଆସିଥାଏ

ବାୟୁକୁ ବିଶୁଦ୍ଧ କରୁଥାଏ ।


ଗଛଟିଏ ମୁଁ ଗଛଟିଏ


ହାଣ ମାର କାଟ ଯେତେ କଲେବି

ନିସ୍ଵାର୍ଥ ଭାବେ ସେବାଦିଏ

ପକ୍ଷୀଙ୍କର ମୁଁ ମନ ମୋହେ ।


ଗଛଟିଏ ମୁଁ ଗଛଟିଏ


ଛୋଟ ବଡ ମୁଁ ଅନେକ ପ୍ରକାର

ଔଷଧ ମୋଠାରୁ ବନା ହୁଏ

ମୋ ବିନା ସୃଷ୍ଟି ଧ୍ୱଂସ ପାଏ ।


ଗଛଟିଏ ମୁଁ ଗଛଟିଏ


ମୋ ଛାଇରେ ବସି ଆନନ୍ଦ ନିଅନ୍ତି

କିଏ କିଏ ପୁଣି ଶୋଉଥାଏ

ସମସ୍ତଙ୍କ ମନ ମୋହୁଥାଏ ।


ଗଛଟିଏ ମୁଁ ଗଛଟିଏ



Rate this content
Log in

Similar oriya poem from Inspirational