Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikram Panda

Inspirational

3  

Bikram Panda

Inspirational

ଆକାଶ ମୁହାଁ ପକ୍ଷୀ

ଆକାଶ ମୁହାଁ ପକ୍ଷୀ

1 min
6.5K


ଆକାଶ  ମୁହାଁ ପକ୍ଷୀ

ଆକାଶ  ମୁହାଁ ପକ୍ଷୀ ହିଁ  ଜାଣେ 

ଏହା ତା'ର ଉଡ଼ିବା ନା ବିବଶତା...

ନା ମୁଠାଏ ସ୍ୱପ୍ନ ପାଇଁ ଇନ୍ଦ୍ରଜାଲରେ

ପଶିବାର ଚଞ୍ଚଳତା ...। 

 

ତଥାପି ଖୋଜିବାକୁ ମନଭର୍ତ୍ତି ମୁକୁଳା ପବନ...

ଚାଖଣ୍ଡେ ଖାଲିପଣ ନେଇ 

ଦୂରଗାମୀ ପକ୍ଷୀ ଉଡେ,

ଖୋଜିବାକୁ ତାହାରି କାରଣ.. ॥  

 


Rate this content
Log in

Similar oriya poem from Inspirational