STORYMIRROR

Jharana Rout

Tragedy

3  

Jharana Rout

Tragedy

ସଂଘର୍ଷ

ସଂଘର୍ଷ

1 min
233


ଜୀବନ କୁ ଆମେ ଯେତେ ସହଜ ଭାବିବା ସେତେ ବି ସହଜ ନୂଁହେ. କାରଣ ଜୀବନ ଏକ ସଂଘର୍ଷ ଧାରା ସେ ଧାରାରେ ଚାଲିବାକୁ ହେଲେ କେତେ ବାଧା ବିଘ୍ନ ଦେଇ ଗତି କରିବାକୁ ପଡିଥାଏ |


   ଜୀବନ୍ ତ ହାର ଜିତ ଦୁଇଟି ମିଶ୍ରଣ ତେଣୁ କେବେ ଜିତିବାକୁ ପଡେ ପୁଣି କେବେ ହାରିବାକୁ ପଡିଥାଏ | କିନ୍ତୁ ଯେତେବେଳେ ଗୋଟେ ପିଲା ଯେକୌଣସି କ୍ଷେତ୍ରରେ ହେଉ ସେ ଯେତେବେଳେ ଜିତିଯାଏ ସେ ବୋହୁତ୍ ଖୁସି ଅନୁଭବ କରିଥାଏ କିନ୍ତୁ ଯେତେବେଳେ ସେ ହାରିଯାଇ ଥାଏ ସେ ଉଦାସ ହୋଇପଡେ କିନ୍ତୁ ସେ ଜାଣିବା ଦରକାର ତାର କୋଉଠି ଭୁଲ ହେଲା ତାକୁ ସେଇଟି ମାର୍ଜିତ କରିବା କଥା ହେଲେ ସେ ନ ବୁଝି ସେ କହେ ମୋ ଭାଗ୍ୟ ଖରାପ ତେଣୁ ମୁଁ ଜିତି ପାରିଲିନି ଏଇଟା ଭାବିବା ଭୁଲ |

  ତେଣୁ ଜୀବନରେ କିଛି ପାଇବାକୁ ହେଲେ ନିଜେ ନିଜେ ଲଢିବାକୁ ହେବ ସମସ୍ତେ ଲୋକେ ପରିହାସ କରିବେ କିନ୍ତୁ କାହା କଥା ନ ଶୁଣି ଆଗକୁ ଚାଲ |ଇଶ୍ଵର ବି କହିଛନ୍ତି ନିଜ କ୍ରମ କରିଚାଲ ଫଳକୁ ଆଶା ରଖନା ସେ ଠିକ୍ ସମୟରେ ଉଚିତ୍ ଫଳ ଦେବେ | ତେଣୁ ଯିଏ ସଂଘର୍ଷ କରିଛି ତାର ଜୀବନର ସ୍ଵାଦ ଜାଣିଛି. ତେଣୁ ବିନା ସଂଘର୍ଷ କିଛି ବି ମିଳେନି ସଂଘର୍ଷ ହିଁ ଜୀବନ କୁ ସୁନ୍ଦର୍ ଓ ଉଜଳ୍ୱମୟ କରିଥାଏ |


 ନିଜ ଲେଖା ଯଦି ବି କିଛି ଏ ଲେଖାର ତ୍ରୁଟି ଥିଲେ କ୍ଷମା କରିଦେବେ. 


    

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy