STORYMIRROR

Jharana Rout

Others

2  

Jharana Rout

Others

ନାରୀ ନୂଁହେ ତୁ ନାରାୟଣୀ

ନାରୀ ନୂଁହେ ତୁ ନାରାୟଣୀ

1 min
105

 


ନାରୀ ବିନା ଏ ସ୍ରୁଷ୍ଟି ବିଲୟ ନାରୀ ବିନା ଏ ସ୍ରୁଷ୍ଟି ଅସମ୍ଭବ ନାରୀ ଅଟେ ସମସ୍ତଙ୍କ ରକ୍ଷକ | ନାରୀ ହାତରେ ସବୁ କିଛି ସେ ଚାହିଁଲେ ସୁନ୍ଦର୍ ଘରକୁ ସେ ଭାଙ୍ଗି ଦେଇ ପାରେ ନାରୀ ଚାହିଁଲେ ସୁନ୍ଦର୍ ଘରକୁ ମନ୍ଦିର ପରି ଗଢି ପାରେ. ତେଣୁ ନାରୀ ହାତରେ ସବୁ କିଛି. ସେ ଯଦି ଚାହିଁବ ତାହାହେଲେ ଏ ଦୁନିଆକୁ ବଦଳାଇ ପାରିବ ତେଣୁ ସବୁ ନାରୀ ଏକଜୁଟ ହୋଇ କେମିତି ଏ ଦୁନିଆକୁ ବଦଳାଇ ପାରିବ |


   ଦିନେ ଗୋଟେ ଗ୍ରାମରେ ଗୋଟେ ପରିବାର ଦୁଇ ଭାଇ ଓ ଗୋଟିଏ ଭଉଣୀ ବୋହୁତ୍ ଖୁସିରେ ଜୀବନ ବିତାଉଥିଲେ କିନ୍ତୁ ସେ ଖୁସି ବେଶୀ ଦିନର ନଥିଲା କାରଣ ସେ ବଡ ଭାଇ ବାହା ବନ୍ଧନରେ ବାନ୍ଧି ହେଲା ସବୁ ଖୁସି ଧୀରେ ଧୀରେ ହଜିଗଲା. ଏମିତି କାହିଁକି ହେଲା କାରଣ ଯିଏ ଏ ଘରକୁ ଆସିଲା ସେ ହିଁ ଠିକ୍ ସେ ସେ ଘରକୁ ସଜାଡି ପାରିଲାନି. ଯେହେତୁ ସେ ଘରର ଖୁସି ଧୀରେ ଧୀରେ ହଜିଯିବାକୁ ବସିଲା ସମସ୍ତଙ୍କ ମଧ୍ୟରେ ସମ୍ପର୍କ ପାଠ ସ୍ରୁଷ୍ଟି ହେଲା. 

     ତେଣୁ ସମସ୍ତଙ୍କ ନାରୀ ମାନଙ୍କୁ ମୋର ଅନୁରୋଧ ସମସ୍ତଙ୍କୁ ନେଇ ଚଳିବା ଶିଖ ନିଜେ ପଛେ ଟିକେ ଦୁଃଖେ ରହି ଅନ୍ୟକୁ ଖୁସି ବାଣ୍ଟ କାରଣ ଭଗବାନ୍ ଆମକୁ ସେତିକି ଧର୍ଯ୍ୟ ଦେଇଛନ୍ତି. ଯିଏ ତୁମକୁ ଘୃଣା କରୁଛନ୍ତି ତାଙ୍କୁ ତୁମେ ସେତିକି ଭଲପାଇବା ଦିଅ ସିଏ ତୁମକୁ ଘୃଣା ବଦଳରେ ତୁମକୁ ମନେ ପକାଇବ. ତେଣୁ ନାରୀ ନୂଁହେ ନାରାୟଣୀ.......... ସେ ପୂଜନୀୟ......... 

   

     

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍