STORYMIRROR

Purnimarani Sahoo

Tragedy Inspirational

3  

Purnimarani Sahoo

Tragedy Inspirational

ମୁଖା

ମୁଖା

1 min
483

ହଁ ମୁଁ ମୁଖା ପିନ୍ଧି ଅଭିନୟ କରୁଛି, ଜାଣିନି ଏ ରଙ୍ଗ ମଞ୍ଚରେ ମୁଁ କେତେ ସଫଳ ହେଉଛି କେତେ ବିଫଳ, ତଥାପି ରଙ୍ଗ ବୋଳି ହେଇ ସବୁଦିନ ମଞ୍ଚକୁ ଆସୁଛି। ମୋର ଅସ୍ତିତ୍ଵ ଲୁଚାଇବା ପାଇଁ ନୁହେଁ ବରଂ ଲୁହ ଆଉ କୋହର ଅନୁରୋଧ ରଖି ମୁଁ ମୁଖା ପିନ୍ଧିବାକୁ ବାଧ୍ୟ ହେଉଛି। ଆଜିବି ଏ ସମାଜ ଆଖିରେ ମୁଁ ଅଜଣା ମଣିଷ ହୋଇ ରହିଛି।


ହଁ ମୁଁଖା ପିନ୍ଧି ନିଜକୁ ବାସ୍ତବତାର ସମାଜଠାରୁ ଦୂରେଇ ରଖିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy