STORYMIRROR

Purnimarani Sahoo

Others

2  

Purnimarani Sahoo

Others

ଅତୀତ

ଅତୀତ

1 min
579

ଜାଣିନି କାହିଁକି,


ହେଲେ ଅତୀତର ଆତ୍ମ ସମୀକ୍ଷା କରିବାକୁ ମତେ ଭଲ ଲାଗେ। ପୁଣି ଥରେ ସେ ଅନୁଭୂତି କୁ ଦୁଇ ଟୋପା ଲୁହ ଢ଼ାଳି ସତେଜ କରିବାକୁ ଭଲ ଲାଗେ। ଚାହିଁଲେ ବି ନା ମୁଁ ସେ ଅତୀତକୁ ଭୁଲିପାରେ ନା ଆତ୍ମ ସମୀକ୍ଷା କରିବା ଛାଡ଼ି ପାରେ। ବେଳେ ବେଳେ ଏ ଅତୀତ ମୋର ଆତ୍ମଘାତୀ ଥଳି ପରି ଲାଗେ। ତଥାପି ଅତୀତର ସମୀକ୍ଷା କରିବାକୁ ମତେ ଭଲ ଲାଗେ। 

କାହିଁକି ଜାଣିଛ ?

ଭାବନାରେ ହେଉ ପଛେ ତୁମକୁ ମୋ ସାଥିରେ ତ ଦେଖେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍