STORYMIRROR

ABHILASH PATI

Comedy Drama

3  

ABHILASH PATI

Comedy Drama

ଅମାନିଆ ରେଳ ଯାତ୍ରା

ଅମାନିଆ ରେଳ ଯାତ୍ରା

1 min
144

ବାଟ ବହୁତ ଲମ୍ବା ଥିଲା ଆଜି ମୁଁ ମୋର ନିଜ ରେଳ ଯାତ୍ରା କୁ ନେଇ ଉତ୍ସାହିତ ଥିଲି।

ମନ ରେ କେତେ କଣ ଭାବନା ଆଉ ସମ୍ଭାବନା ଉଙ୍କି ମାରୁ ଥିଲା।ଭାବିଲି ଯାତ୍ରା ମଧୂର୍ୟପୂର୍ଣ୍ଣ ହେବ ଯଦି ତରୁଣୀ ସୁନ୍ଦରୀ ଟିଏ ଆସି ବସିବ।

ଭଗବାନ ମୋ କଥା ଶୁଣିଲେ ଆଉ ଠିକ୍ ମୋ ସାମ୍ନା ରେ ଏକ ଷୋଳ ବୟସି ଆସି ବସିଲା।

ଭାବନା ରେ ଯାହା ଭାବୁଥିଲି ସତ ହେଲା ଭଳି ଲାଗୁଥିଲା।ଦୁଇ ରୁ ତିନି ଘଣ୍ଟା ମୋ ଯାତ୍ରା ର ମଧୁରତା ର ବାସ୍ନା ମଧ୍ୟ ପାଇଲି।ସେତେବେଳେ ମୁଁ ବିସ୍ମିତ ହେଲା ଯେତେବେଳେ ଝରକା ଫାଙ୍କ ରୁ ଦଲକାଏ ପବନ ଆସି ତା ଦେହରେ ବାଜିଲେ ଆଉ ସେ ଆଖି ବୁଜି ଶୋଇପଡ଼ିଲା ।ଅଦିନ ଘଡଘଡି ପରି ଘୁଙ୍ଗୁଡ଼ି ମାରି ଚାଲିଲା ।ପ୍ରାୟ ଏକ ଘଣ୍ଟା ପରେ ଉଠିକି କାହାକୁ call କଲା ଆଉ ସିଂହ ଗର୍ଜନ କରି କହିଲା କଣ ପାଇଁ ତମ ଫୋନ୍ swz off ଥିଲା।କଣ ଏଠି ପାଇଁ ତମକୁ ମୁ ପାୱାର ବ୍ୟାଙ୍କ୍ ଗିପ୍ଟ କରିଥିଲି।ମୋର ଆଉ ବୁଝିବାକୁ ବାକି ରହିଲାନି ଯେ ଆର ପେଟ ତା ବିଚରା ପ୍ରେମିକ ଥିଲା।


ଚାହୁଁ ଚାହୁଁ କାଚ କେନ୍ଦୁ ପରି ଦେଖା ଯାଉଥିବା ପାଣି ତ ମରୁଭୂମି ର ମରୀଚିକା ପାଲଟିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy