Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Classics Inspirational

3  

Alhadini Panigrahi dash

Classics Inspirational

ତୁମେ ହିଁ ତ ମୋର ସବୁ କିଛି

ତୁମେ ହିଁ ତ ମୋର ସବୁ କିଛି

1 min
208


     ତୁମେ ତ ପ୍ରଭୁ ହେ ସବୁ କିଛି ମୋର

         ସବୁ ଠୁ ବଳି ନିଜର

     ତୁମେ ପିତା, ମାତା ତୁମେ ସୃଷ୍ଟିକର୍ତ୍ତା

        ତୁମେ ,ବନ୍ଧୁ ,ସହଦୋର ।।


     ତୁମେ ଯେ ବ୍ୟାପିଛ ସଚରାଚର

       ଆହେ ପ୍ରଭୁ ପରଂବ୍ରହ୍ମ 

     ଭକତ ଉଦ୍ଧାର କରିବା କାରଣେ

       ସ୍ତମ୍ଭୁ ନେଇପାର ଜନ୍ମ ।।



     ତୁମେ ମୋର ଗତି ତୁମେ ସଦ୍ଗତି

       ତୁମେ ତ ମୂଳ ଆଧାର

    ତୁମେ ଆଦିମୁଳ ତୁମେ ହେ ଅନନ୍ତ

      ତୁମେ ସ୍ବାମୀ ଅଖିଳର ।।


  ତୁମ ନାମ ଧ୍ୟାୟି କେତେ ଯୋଗୀ ମୁନୀ

     ନ ପାଆନ୍ତି ତୁମ୍ଭ ଦେଖା

  ମୁଁ ଛାର ରମଣୀ ନାମ ଆହ୍ଲାଦିନୀ

    କି ଭାବେ କରିବି ଆଶା ।।


   ଶରଣ ଦିଅ ହେ ତୁମ ପାଦ ପଦ୍ମେ

     ଏତିକି କରେ ମିନତୀ

  ତୁମେ ତ ପ୍ରଭୁ ହେ ମୋର ସବୁ କିଛି 

    ତୁମେ ଗତି, ତୁମେ ମୁକ୍ତି ।। 


Rate this content
Log in

Similar oriya poem from Classics