Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Classics Others

3  

Prasanta kumar Hota

Classics Others

ଷଷ୍ଠ ନବରାତ୍ରୀ

ଷଷ୍ଠ ନବରାତ୍ରୀ

1 min
161



ଷଷ୍ଠ ପୂଜନର ନବରାତ୍ର ବିଧି

ଦନୂଜ ଦଳିନୀ କାତ୍ୟାୟିନୀ ଦେବୀ

ଏକହସ୍ତ କରି କମଳ ଖଚିତ

ଦ୍ୱିତୀୟରେ ଖଡ୍ଗ ଏକଇ ଆୟୁଧ

ତୃତୀୟଟି ତାଙ୍କ ଅଭୟ ପ୍ରେରିତ

ଚତୁର୍ଥ ମୂଦ୍ରାରେ ହୁଅନ୍ତି ବରଦ  

ବିରାଜିତା ହୋଇ ଶାର୍ଦ୍ଦୁଳ ବାହନେ 

ଚାହିଁଥାନ୍ତି କୋପେ ମହିଷା ମର୍ଦ୍ଦନେ 

ଆଜି ଷଷ୍ଠୀ ତିଥି ବିଲ୍ୱ ବରଣରେ 

ଆବାହନ ହେବେ ମାତା ମୃଣ୍ମୟରେ ।


Rate this content
Log in

Similar oriya poem from Classics