Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Menaka Mishra

Comedy Fantasy

4  

Menaka Mishra

Comedy Fantasy

*ଜୀବନ ସଂଗ୍ରାମ*

*ଜୀବନ ସଂଗ୍ରାମ*

1 min
223


*ଜୀବନ ସଂଗ୍ରାମ*

 

ଜୀବନ ସଂଗ୍ରାମ ସହ ତାଳ

ଦେଇ ଚାଲିବା ଶକ୍ତି ମୋ ନାହିଁ

ଯନ୍ତ୍ରଣା ବିହୀନ ଜୀବନ ନୁହଁଇ

ସଂଗ୍ରାମେ ଡରିବିନାହିଁ

ଅହର୍ନିଶ ଚାଲେ ଜୀବନ ସଂଗ୍ରାମ

ସମୟ ଜୁଆର ଭଳି

ପାଦେ ପାଦେ ଜଗି ଚାଲିବାକୁ ହୁଏ

 ଅଟଇ ଏ ଯୁଗ କଳି

ଭଦ୍ର ମୁଖାତଳେ ସଇତାନ ରୂପ

ରହିଛି ସଜାଇ ହୋଇ

ଅସାଧୁ ବ୍ୟାପାରେ ସଂସାର ଭିତରେ

ବଞ୍ଚିବା ଆଶ୍ଚର୍ଯ୍ୟ ଭାଇ


Rate this content
Log in

Similar oriya poem from Comedy