Audio

Forum

Read

Contests

Language


Write

Sign in
Wohoo!,
Dear user,



Golak Bihari Sahoo  


ବାବାଜୀ

Abstract

ସାହିର ଜଣେ କୁମାରୀ ଝିଅ ଆସି ମଝିରେ ମଝିରେ ବାବାଜୀର ଯତ୍ନ ନିଏ। ଖାଇବାକୁ କିଛି ଆଣି ଦିଏ, ଲୁଗାପଟା ସଫା କରିଦିଏ।



3    6.9K 19

ଗୁରୁ ଦେବ

Inspirational

ବିଦ୍ୟାଳୟ ଜୀବନରେ ଜଣେ ଜଣେ ଆଦର୍ଶ ଶିକ୍ଷକ ସେମାନଙ୍କର ଶିକ୍ଷା ଦେବାର ଶୈଳୀ, ଆଚରଣ ଓ ନୈତିକ ଶିକ୍ଷା ପାଇଁ ଆମମାନଙ୍କ ଜୀବନରେ ଗଭୀର ରେଖାପାତ କରିଥାନ୍ତି। ସେହିମାନେ ହୋଇ ଯାଆନ୍ତି ଆମମାନଙ୍କର ଗୁରୁଦେବ ମହେଶ୍ଵର, ଗୁରୁ ସାକ୍ଷାତ ପରଂବ୍ରହ୍ମ। 



4    7.2K 6

କାଳି ଝିଅ କଳସୀ

Inspirational

ଏବେ ବି କନ୍ୟା ଭୃଣହତ୍ୟା, ଶିଶୁଙ୍କୁ ଚେଙ୍କ ଦେଇ ରୋଗର ନିରାକରଣ, ଝଡାଫୁଙ୍କରେ ରୋଗ ନିରାକରଣ, ନାରୀ ନିର୍ଯ୍ୟାତନା, ପୁରୁଷର ଧର୍ଷଣ ପ୍ରବଣତା, ଧନ ଓ ବାହୁବଳରେ ପ୍ରାଧାନ୍ୟତା, କାଳି ଝିଅ ପ୍ରତି ମନର ବିତୃଷ୍ଣା ଇତ୍ୟାଦି ଅନେକ ବିକୃତ ଚିନ୍ତାଧାରାର  ଆମେ ଅଧୀନ ହୋଇ ରହିଛେ। ଏଭଳି ଜୀବନରେ ସ୍ୱାଧୀନତାର  ସ୍ୱାଦ ପାଇବା କେଉଁଠୁ? ଅଜ୍ଞାନତା  ଓ ଅନ୍ଧକାରରେ ପ୍ରଭାବିତ ହୋଇ ରହିଲେ ସ୍ୱାଧୀନ ଚେତନାର ପରିପ୍ରକାଶ ହେବ କେମିତି?  ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଛୋଟ ଗଲ୍ପଟି "କାଳି ଝିଅ କଳସୀ" 



3    7.3K 13

ଲିଙ୍କ୍ ନାହିଁ

Inspirational

ଏକ ଦୁଃଖଦ କାହାଣୀ ଏଇ ମଣିଷର,  କେ କରି ପାରେ ତାର ଉଦ୍ଧାର। 



2    14.0K 16

ହସର କଥା

Abstract

ହସ ଉପରେ ଏକ ମନୋରଞ୍ଜକ ସନ୍ଦର୍ଭ 



6    14.0K 12

ରାଶିଫଳ

Inspirational

ରାଶିଫଳ ଉପରେ ନିର୍ଭର ନକରି ଈଶ୍ଵରଙ୍କ ଉପରେ ଆସ୍ଥା ରଖି କର୍ମଯୋଗରେ ନିମଗ୍ନ ରହିବା ଉଚିତ୍ । 



3    7.3K 12

ନିର୍ଯାତିତ ପୁରୁଷ

Inspirational

ଦୁଷ୍ଟସ୍ତ୍ରୀ ନାଗୁଣୀ ସଦୃଶ । ଏମାନଙ୍କ ଦ୍ଵାରା ଅନେକ ପୁରୁଷ ବି ସମାଜରେ ନିର୍ଯାତିତ ହୁଅନ୍ତି। 



3    7.1K 17

ଅଧିକାର

Abstract

କର୍ତ୍ତବ୍ୟ ବିନା ଅଧିକାର ସାବ୍ୟସ୍ତ କରାଯାଏନାହିଁ । 



3    7.0K 15

ପୁରୁଣା ଫଟୋ

Abstract

ମନ ହୃଦୟର ପ୍ରେମ ଚକ୍ଷୁରେ ସବୁ କିଛି ସୁନ୍ଦର ଦେଖାଯାଏ । ମନ ନିର୍ମଳ ନଥିଲେ ସୌନ୍ଦର୍ଯ୍ୟ ମଳିନ ଦେଖାଯାଏ ।   



2    7.3K 19

ଭଗବାନ

Abstract

ଡାକ୍ତର ଭଗବାନଙ୍କ ସ୍ଵରୂପ । ତାଙ୍କ ପାଖରେ ଜୀବନ ବଞ୍ଚାଇବାର କଳା ଥାଏ । ତେଣୁ ଜଣେ ସମର୍ପିତ ଡାକ୍ତର ଚିରନମସ୍ୟ ।  



3    6.9K 13

ଚଢା ଗଳାର ଅଭୁଲା ଯନ୍ତ୍ରଣା

Children

"ଗୁରୁଜନଙ୍କ ସହ ସବୁବେଳେ ବିନମ୍ର ଭାବେ କଥା ହେବା ଉଚିତ୍" - ଏହି ସାରାଂଶ ଟିକୁ ଏହି ଗଳ୍ପ ମାଧ୍ୟମରେ ପ୍ରତିପାଦନ କରାଯାଇଛି। 



2    7.3K 17

ନିଜେ ନିଜକୁ ପଚାର

Children

ଆତ୍ମନୀରିକ୍ଷଣ ମଣିଷର ବଡ ଗୁଣ । ଅନ୍ୟକୁ ସୁଧାରିବାକୁ ହେଲେ ପ୍ରଥମେ ନିଜକୁ ଠିକ୍ କରିବାକୁ ହୁଏ । ଏହି ସତ୍ୟ ଉକ୍ତ ଗଳ୍ପରେ ପ୍ରତିଫଳିତ । 



3    7.3K 11

ନାଚାର ପୁଲିସି

Crime

ପୁଲିସର ଅପାରଗତା ଏବଂ ନିଷ୍କ୍ରିୟତା ସଭିଏଁ ଅଳ୍ପ ବହୁତ ଜାଣନ୍ତି । କିନ୍ତୁ ଏହି ଗଳ୍ପ ପୁଲିସିର ନାଚାରପଣ ଓ କର୍ମ ବିମୁଖତାର ଏକ ଜ୍ଵଳନ୍ତ ପ୍ରତିଫଳନ । 



3    7.0K 5