Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Bibhu Samanta

  Literary Colonel

ଶ୍ୱେତପଦ୍ମ ଧାରେ

Abstract

ପଚାରିଲି ଦିନେ, କଳା କାହ୍ନୁ କୁ ବେଣୁରେ ତୋହର ମୋହିନୀ ଛନ୍ଦଟେ କିଏସେ ଖଞ୍ଜିଲା କହ ହସିକି କହିଲ

1    0 1

ମୃତ୍ୟୁଞ୍ଜୟ

Others

ପାପ ପାଇଁ ଭୟ ଭୟ ରୁ ବିଜୟ ବିଜୟର ପଦଚିହ୍ନେ

1    23 2

ମୁଁ କିଏ

Abstract

ପରଦେଶୀ ପ୍ରିୟାକୁ ପଚାରିଲି, ତୁ ଯଦି ସ୍ୱପ୍ନ ,ମୁଁ କିଏ? ସେ କହିଲା, ଶିଳାବନ୍ଧୁର ପଥଧାରେ ବାଆଁରା

1    235 46

ମୌସୁମୀ : ଆଷାଢୀ ଆଳାପ

Romance Fantasy

ଧେତ୍ ଏ ସବୁତ ବାହାନା ସେ ଆସିଛି ତମ ଖବର ନେଇ ଅନ୍ଧାରକୁ ଆଳ କରି ମୋ ଛାତିରେ ଲୋଟି ଚୋରେଇନିଏ ଦେହର ...

1    332 3

କଥା ତ ଏତିକି

Others

ଦୁଃଖର ପରିଧି ଲଙ୍ଘିଗଲା ପରେ ପ୍ରାପ୍ତିର ମଧୁ ଅବା ଅଶାନ୍ତିର ସିନ୍ଧୁ ଯାହାଥିବ ଭାଗ୍ୟରେ ଲେଖା ତୁମେ ଖାଲ...

1    12 0

ଆତ୍ମହତ୍ୟା

Tragedy Others

ବାତ୍ୟାରେ ନଇଁ ପଡ଼ିଥିବା ବରଗଛଟା ମୋତେ କହୁଛି କେତେ ଆଉ ଚାଲିବୁ ଏକାଏକା , ଥକି ଗଲୁଣି ଆ ଝୁଲିଯା ମୋ ଡାଳରେ

1    380 4

ଶ୍ରୀ ରାମ ଓ ମୁଁ

Others

ତୁମ ସବରୀ କୁଡ଼ିଆରେ ବନବାସୀଟିଏ, ମୁଁ ପଦସ୍ପର୍ଶ ପ୍ରତୀକ୍ଷିତ ଅଭିଶପ୍ତ ଅହଲ୍ୟାଟିଏ ।

1    104 2

ବିଦଗ୍ଧ ପ୍ରେମିକା:ଅଭିମାନିନୀ ରାଧା

Others

ନୀରବ ଏ ପ୍ରେମ ତଥାପି ତ ହୃଦୟର ସ୍ୱରଟିଏ ନିଷ୍ପ୍ରଭ ହେଲେ ବି କ୍ଷୀଣ ଦୀପ ଶିଖାଟିଏ

1    189 6

ଅଠରର ଅସ୍ତରାଗ

Others

ମୁଁ ବାସ୍ନା ଟିଏ କିଛି ବସନ୍ତର କିଛି ଭଅଁରର ଉଡିଯିବି ଦିନେ ଆଖି ପଲକୁ ଦରଭିଜା ସ୍ମୃତି କିଛି ଦେଇ

1    201 10

ଶୀତ ନୁହେଁ ସେ କାହା ପ୍ରେମିକା

Others

କେବେ ମୁଁ କାବ୍ୟ ନାୟିକା କେବେ ବୀରହି ପ୍ରେମିକା ଚାଲିଆସେ ଧୀରେ ପାଦ ଚିପି ତୁମକୁ ପାଇ ଯିବାର ଲିପ୍ସାରେ

1    1.7K 3