None
Share with friends
ମା... ସେ ଚାହିଁଥିଲେ ନିଜ ପାଇଁ ଗଢିପାରିଥାନ୍ତା ସୁନ୍ଦର ଝୁମ୍ପିଫୁଲ ହଳେ ହେଲେ ମୋ ପାଇଁ ଥୋଇ ଦେଇଗଲା ସୁନାର ବାହୁଟି ଦି ପଟ।
ସେ ମୋତେ ପଚାରିଲା," ତମର କଣ ସେଠି, ଫଗୁଣ ଆସିଲେ କୋଇଲି ଗାଏ? ଜହ୍ନ ଆସେ ସଞ୍ଜବତୀ ଧରି ଚଉରା ମୂଳେ?" ମୁଁ କହେ, "ନାଁ ମୁଁ ଜାଣିନି।" "ତମେ କୋଉଠି ଥାଅ ତେବେ?" "ମୁଁ ଜଳୁଥାଏ ଆଳତି ଦୀପରେ ଦୋଳମଣ୍ଡପରେ। ଅବିର ହୋଇ ଉଡୁଥାଏ ,ମେଳଣପଡ଼ିଆରେ"