STORYMIRROR
ସେ ମୋତେ...
ସେ ମୋତେ...
ସେ ମୋତେ...
“
ସେ ମୋତେ ପଚାରିଲା," ତମର କଣ ସେଠି, ଫଗୁଣ ଆସିଲେ କୋଇଲି ଗାଏ? ଜହ୍ନ ଆସେ ସଞ୍ଜବତୀ ଧରି ଚଉରା ମୂଳେ?"
ମୁଁ କହେ, "ନାଁ ମୁଁ ଜାଣିନି।"
"ତମେ କୋଉଠି ଥାଅ ତେବେ?"
"ମୁଁ ଜଳୁଥାଏ ଆଳତି ଦୀପରେ
ଦୋଳମଣ୍ଡପରେ।
ଅବିର ହୋଇ ଉଡୁଥାଏ ,ମେଳଣପଡ଼ିଆରେ"
”
268
More oriya quote from Bibhu Samanta
Download StoryMirror App