STORYMIRROR
ମୋତେ...
ମୋତେ ଭୁଲିଯିବା...
ମୋତେ...
“
ମୋତେ ଭୁଲିଯିବା ଖୁବ ସହଜ
ଲୁହର କି ଦାଗ ରହେ ?
କାହା ଆଖି ପଲକରେ
ମୁଁ ଏମିତି ପରଦେଶୀ ମେଘଟିଏ ମୁଁ
ବାଟଭୁଲି ଆସିଥିଲି
ତୋ ସହରରେ।
”
146
More oriya quote from Bibhu Samanta
Similar oriya quote from Romance
Download StoryMirror App