STORYMIRROR

ଏଇ ତ ସେଇ...

“ ଏଇ ତ ସେଇ ପହିଲି ଶ୍ରାବଣ ଆଉ ପହିଲି ବରଷା ମାଗିଥିଲି ଯାହାଠାରୁ ମୁଁ ତୁମକୁ,, ଆଜି ବୋଧେ ଦେଖିବାକୁ ଆସିଛି ତୁମେ ମତେ ମିଳିଛ କି ନାହିଁ ।। ଲିନା ମହାନ୍ତି ”

By Lina Mohanty
 143