STORYMIRROR

ମୁଁ ତ ଓଡ଼ିଆ,...

ମୁଁ ତ ଓଡ଼ିଆ, ମୋ ଭାଷା ବି ଓଡ଼ିଆ, ଜନ୍ମ ବି ଓଡ଼ିଶାରେ ।।ମୋ ମାଟି ମା କୋଳରେ ଜନ୍ମ ଆଉ ମରିବି ବି ତାରି କୋଳରେ।। ତା ପ୍ରତି ମୋ ସ୍ନେହ ଆଉ ଭକ୍ତି ଅବର୍ଣ୍ଣନୀୟ ।।

By Lina Mohanty
 72


More oriya quote from Lina Mohanty
0 Likes   0 Comments
23 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments