STORYMIRROR
ସ୍ମୃତି,...
ସ୍ମୃତି, ସେତ ମହ...
ସ୍ମୃତି, ସେତ...
“
ସ୍ମୃତି, ସେତ ମହ ମହ ବାସ ଭରା ।
ସ୍ମୃତି, ସେତ ଆଜୀବନ ଅପାଶୋରା ।।
ସ୍ମୃତି, ସେତ ଖିଆଲି ମନର ଆଶା ।
ସ୍ମୃତି, ସେତ ଓଠର ମଧୁର ଭାଷା ।।
”
157
More oriya quote from Laxman Kumar Behera
Similar oriya quote from Romance
Download StoryMirror App