STORYMIRROR

ଅନନ୍ତ ଆନନ୍ଦ...

“ ଅନନ୍ତ ଆନନ୍ଦ ଲଭେ ତୁମ ଦରଶନେ, ତୁମେ ବନ୍ଧୁ ଆସ ସ୍ବପ୍ନେ ହୃଦୟର ବନେ । ଦୁଃଖର ଲୁହକୁ ଖୋଜି ଦୂର କର କ୍ଷଣେ, ମୋର ଦୁଃଖ ବିନାଶକ ତୁମେ ଏକା ଜଣେ । ”

By Laxman Kumar Behera
 122