STORYMIRROR

ପୁଣି ଥରେ...

“ ପୁଣି ଥରେ ସମୟ ସହ ସାଲିସ କରି ବଢ଼ିଚାଲିବାକୁ ହେବ ଆଗକୁ, ସ୍ୱପ୍ନ ଆଉ ଅସୁମାରୀ ଆଶାର କୁଟାକାଠୀ ସାଉଁଟି ଗଢିବାକୁ ହେବ ନୂଆ ଏକ ନୀଡ଼, ସୁନ୍ଦର ସ୍ୱପ୍ନର ସୌଦାଗର ସାଜି ଲଙ୍ଘିଯିବାକୁ ହେବ ପଥ ବହୁଦୂର, ହେଉପଛେ ସେ କଣ୍ଟକିତ ଅବା ଗୋଲାପୀ ଗୋଲାପର ଘର l ”

By Trupti Paikaray
 173