STORYMIRROR

ଅନନ୍ତ କାଳରୁ...

ଅନନ୍ତ କାଳରୁ ତୁମେ ମୋର ପ୍ରିୟ ସଖା, ତେଣୁ ପ୍ରତି ଜନ୍ମେ ହୋଏ ତମ ସହ ଦେଖା । କେମିତି ବର୍ଣ୍ଣିବି କୁହ ? ବନ୍ଧୁତ୍ବର ଗାଥା, ତୁମ ସହ ଭେଟ ହେଲେ ଅପସରେ ବ୍ଯଥା ।

By Laxman Kumar Behera
 61