STORY TELLER, POET, PLAY WRITER & DIRECTOR, COMPOSER, LYRICST, FILM & DOORADARSHAN ACTOR, BEING AUTOMOBILE ENGINEER WORKING AS SERVICE MANAGER AT PREMIER HYUNDAI BHADRAK,
ଜୀବନ ଆକାଶେ ତୁମେ ଭସା ମେଘ ବରଷୁନ ଚଲା ବାଟେ ଆଖିର ଲୁହକୁ କେତେ ବା ଢାଳିବି ଜୀବନ ଆକାଶେ ତୁମେ ଭସା ମେଘ ବରଷୁନ ଚଲା ବାଟେ ଆଖିର ଲୁହକୁ କେତେ ବା ଢାଳିବି
ଅମାର ଅନ୍ଧାର ଦୂରେ ଚାଲି ଯାଉ ଆଲୋକର ଦୀପ ଜାଳି ଅମାର ଅନ୍ଧାର ଦୂରେ ଚାଲି ଯାଉ ଆଲୋକର ଦୀପ ଜାଳି
ପ୍ରେମ ବଗିଚାରେ କୁସୁମ କଳିକା ଫୁଟି ଉଠେ ହୋଇ ତରୁଣ, ଯୌବନ ନଦୀରେ ପାଦ ଥାପେ ଧୀରେ ସାଜିବାକୁ ବଧୂ ବ ପ୍ରେମ ବଗିଚାରେ କୁସୁମ କଳିକା ଫୁଟି ଉଠେ ହୋଇ ତରୁଣ, ଯୌବନ ନଦୀରେ ପାଦ ଥାପେ ଧୀରେ ସ...
ପ୍ରେମ ତଟିନୀରେ ତରଣୀ ସଜାଇ ଆବେଗରେ ଯାଏ ବହନ, କେମିତି ପିରତି ଚାହେଁ ସାରା ରାତି ଯୁଗଳ ନୟନ ତୀରେ. ପ୍ରେମ ତଟିନୀରେ ତରଣୀ ସଜାଇ ଆବେଗରେ ଯାଏ ବହନ, କେମିତି ପିରତି ଚାହେଁ ସାରା ରାତି ଯ...
ଆଖିର ଲୁହକୁ ସାଇତି ଆଖିରେ ନିତି ହେଉଥାଏ ଝୁରି, ଆଖିର ଲୁହକୁ ସାଇତି ଆଖିରେ ନିତି ହେଉଥାଏ ଝୁରି,
ଭଙ୍ଗା ହୃଦୟରେ ସାଉଣ୍ଟି ଚାଲିଛି ସେଦିନ ସାଇତା ଅଳି, ଆଶା ମରୀଚିକା ତତଲା ବାଲିରେ ମଉଳି ଯାଉଛି ଶୁଖ ଭଙ୍ଗା ହୃଦୟରେ ସାଉଣ୍ଟି ଚାଲିଛି ସେଦିନ ସାଇତା ଅଳି, ଆଶା ମରୀଚିକା ତତଲା ବାଲିରେ ମ...
ଶିଶିର ବିନ୍ଦୁରେ ଦିଶୁଥାଏ ମୂଖ ସତେକି ଆସିବ ଫେରି..... ଶିଶିର ବିନ୍ଦୁରେ ଦିଶୁଥାଏ ମୂଖ ସତେକି ଆସିବ ଫେରି.....
ନାହିଁ ସେ ଫଗୁଣ ନାହିଁ ସେ ଶ୍ରାବଣ ନାହିଁ ସେଇ ଜହ୍ନ ରାତି ନଇଁ ନଇଁ ଯାଏ ସକାଳ ସୁରୁଜ ଜହ୍ନକୁ... ନାହିଁ ସେ ଫଗୁଣ ନାହିଁ ସେ ଶ୍ରାବଣ ନାହିଁ ସେଇ ଜହ୍ନ ରାତି ନଇଁ ନଇଁ ଯାଏ ସକାଳ ସୁରୁଜ ...
ଇତିହାସ ବକ୍ଷେ ଇତି ହେବା ପାଇଁ ସ୍ୱାର୍ଥତାକୁ ଦେଲେ ଜାଳି, ଇତିହାସ ବକ୍ଷେ ଇତି ହେବା ପାଇଁ ସ୍ୱାର୍ଥତାକୁ ଦେଲେ ଜାଳି,
ଶ୍ୟାମଳ କୋମଳ ରଙ୍ଗତାହାର ଆଖିରେ କାମନା ଝରି, ଶ୍ୟାମଳ କୋମଳ ରଙ୍ଗତାହାର ଆଖିରେ କାମନା ଝରି,