Er.Sasanka Sekhar Panda
Literary Colonel
AUTHOR OF THE YEAR 2019 - NOMINEE

43
Posts
79
Followers
0
Following

STORY TELLER, POET, PLAY WRITER & DIRECTOR, COMPOSER, LYRICST, FILM & DOORADARSHAN ACTOR, BEING AUTOMOBILE ENGINEER WORKING AS SERVICE MANAGER AT PREMIER HYUNDAI BHADRAK,

Share with friends
Earned badges
See all

ପାଇବାର ସୁଖ ଯଦି ହରାଇବାର ଦୁଃଖ ଠୁଁ ବଳିଯାଏ, ତା'ହେଲେ ସେ ପାଇବାର ମୂଲ୍ୟ ନ ଥାଏ......

ବାସ୍ତବତା ହିଁ ପ୍ରକୃତ ସତ୍ୟ ଯାହାକୁ ସାମ୍ନା କରିବା କଷ୍ଟ.....

ସମାଜରେ ବଞ୍ଚିବା ପାଇଁ ଅର୍ଥ ନୁହେଁ ଭଲ ମଣିଷ ଲୋଡ଼ା, ଦୀର୍ଘଦିନ ବଞ୍ଚିବା ପାଇଁ ଯୌବନ ନୁହେଁ ପ୍ରତିଭା ଲୋଡ଼ା...

ଭଙ୍ଗା ହୃଦୟକୁ ଯୋଡ଼ିବା ପାଇଁକି ଦୁଆରେ ଅତିଥି ହେଲ ମୁଠା ମୁଠା ସ୍ୱପ୍ନ ଆଞ୍ଜୁଳିରେ ଭରି ମୋ ହାତେ ବଢ଼ାଇ ଦେଲ,

ପ୍ରଥମେ ନିଜକୁ ବିଶ୍ୱାସ କରିବା ଉଚିତ ତାପରେ ଭଗବାନଙ୍କୁ....


Feed

Library

Write

Notification
Profile