Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Abstract

1.0  

Susil Pani

Abstract

ମନ ଓ ଆତ୍ମା

ମନ ଓ ଆତ୍ମା

1 min
6.7K


ମନ ଓ ଆତ୍ମା

***********

ମନର କୋହକୁ ହୃଦୟେ ଚାପିଛି ।
ଆତ୍ମାକୁ କରିଛି ନନ୍ଦଘର ।।

ମନର ଦୁଖକୁ ମନରେ ମାରିଛି ।
ମନୁ 'ମୁଁ' 'ମୋର' ଭାବ ହେବ ଦୂର ।।

ନୟନର ଅଶ୍ରୃ ନୟନେ ମାରିଛି ।
ନ ଦେଖିବା ପାଇଁ କୃଦୂସ୍ୟ ।।

କର୍ଣ୍ଣ ହରିନାମ ଶ୍ରବଣ କରୁଛି ।
ନ ଶୁଣିବାକୁ ସେ କୁଶଦ୍ଧ ।।

ନାକ ଲଗେଇଛି ବାସ୍ନା ଗନ୍ଧ ବାରିବାକୁ ।
କାମନା ବାସନାଠାରୁ ରହିବାକୁ ଦୂରେଇ ।।

ଚର୍ମ ରହିଅଛି ଶରୀର ଆବରଣ ପାଇଁ ।
ସୁଗନ୍ଧିତ କେମିକାଲ ଦ୍ରବ୍ୟ ଲେପନଠାରୁ ଦୂରେଇ ।।

ଜ୍ଵିଭାକୁ ଖାଦ୍ୟ ଗିଳିବା ପାଇଁ ନିମିତ ।
ସ୍ଵାଦ ଆସାଦନ ପାଇଁ ନୁହେଁ ପ୍ରୟୋଜନ ।।

ପଞ୍ଚମନକୁ ଆୟତ କରିଛି ହରିନାମ ରସେ ।
ନହୁଡି ଯିବାକୁ ଓଲେଇ ଗାଈ ସଦୃଶ ।।

ଆତ୍ମା କରିଅଛି ନିସକପଟ ନିରୀମଳ ।
ହୃଦୟ ସିଂହାସନ ବିରାଜିବାକୁ ଜଗତର ନାଥ ।।

ସୁଶିଲ୍ କୁମାର ପାଣି (ସିଲୁ), ପୁରୀ 


Rate this content
Log in

Similar oriya poem from Abstract