Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୦୪

ଜୀବନ ଗୀତା-୩୦୪

1 min
125


ଜୀବନର ସଂଜ୍ଞାକୁ ବୁଝୁବୁଝୁ

ବିତିଗଲା ଅନେକ ଦିନ

ଜୀବନର ଯୁଦ୍ଧକୁ ଯୁଝୁଯୁଝୁ

ଭାଂଗିଗଲା ହୃଦୟ ମନ ॥୦॥

ତଥାପି ଜୀବନ କରେ ଆକର୍ଷିତ

ମାଟିର ମହକ କରେ ପୁଲକିତ

ବିଡମ୍ବନା ସବୁକୁ ଭୋଗୁଭୋଗୁ

ଅନ୍ତରରେ ଖୋଜେ ନିଦାନ ॥୧॥

ତାରାଭରା ଆକାଶର ସୁନ୍ଦରତା

ଶ୍ୟାମଳ ବନବିଲର ସବୁଜତା

ଜ୍ୟୋତ୍ସ୍ନାଭରା ରାତିକୁ ଦେଖୁଦେଖୁ

ନୟନରେ ଭରେ ସପନ ॥୨॥


Rate this content
Log in

Similar oriya poem from Inspirational