Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational Others

2  

Ambika Swain

Inspirational Others

ଜୀବିକାର ପଥେ

ଜୀବିକାର ପଥେ

1 min
6.7K


ଭୟ ନାହିଁ କୈବର୍ତ୍ତ ଭାଇର

ଜୀବନର ଚଲା ପଥେ ଯାଉଛି ସେ

ଜୀବିକାର ଅନ୍ଵେଷଣେ

ଅଥଳ ସାଗର ବକ୍ଷେ ।

ସମୁଦ୍ର ଭିତରେ ତାର

ନୌକାର ଘର ମଧ୍ୟରେ ଯାଉଛି ସେ

ଖୁସି ଖୁସି ,ନାହିଁ ଡର ଭୟ ତା'ର.

ସମୁଦ୍ର ତ ତାର ଭାରି ଆପଣାର

ଭୟ କଣ ? ସେ ତ ବହନ କରିଛି

କୈବର୍ତ୍ତ ଭାଇର ବୋଝର ସଂସାର ।।

ଅମ୍ବିକା ସ୍ଵାଇଁ


Rate this content
Log in

Similar oriya poem from Inspirational