working as a lecturer in Economics Interested in writing reading so many articles are published in sachitra vijaya,kadambini,tike hasa and writing articles in daily pragativadi,nitidin, odiarasanm and others
ମୋ ପାଇଁ ! ଆତ୍ମ ତୃପ୍ତିର ନିରବ ପ୍ରଦର୍ଶନ। ରାତ୍ରିର ଅନ୍ଧକାରରେ ଗର୍ଜ୍ଜନ କରେ ମୋ ପାଇଁ ! ଆତ୍ମ ତୃପ୍ତିର ନିରବ ପ୍ରଦର୍ଶନ। ରାତ୍ରିର ଅନ୍ଧକାରରେ ଗର୍ଜ୍ଜନ କରେ
ମୋହ,ମାୟା, ମୋର,ତୋର,ମୁଁ ମୋର ଅହଙ୍କାର ଶବ ପାଲଟିବା ପରେ ମଡା, ନା ଥିବ ପର ନା ନିଜର। ମୋହ,ମାୟା, ମୋର,ତୋର,ମୁଁ ମୋର ଅହଙ୍କାର ଶବ ପାଲଟିବା ପରେ ମଡା, ନା ଥିବ ପର ନା ନିଜର।
ଭୋକ ଭୋକ ହୋଇ କୃଷ୍ଣ ପଶିଲେ ପାକଶାଳା ଭିତରେ ଭୋକ ଭୋକ ହୋଇ କୃଷ୍ଣ ପଶିଲେ ପାକଶାଳା ଭିତରେ
ସମୁଦ୍ରରେ ଲୀନ ହେବାକୁ ତୋର ଇଚ୍ଛା ତ ଭୁଲି ଗଲୁ ତୋ ଅତୀତ ଟୋପା ଟୋପା ବର୍ଷାରେ ତୋ ଯୌବନ ପ୍ରସ୍ତର .. ସମୁଦ୍ରରେ ଲୀନ ହେବାକୁ ତୋର ଇଚ୍ଛା ତ ଭୁଲି ଗଲୁ ତୋ ଅତୀତ ଟୋପା ଟୋପା ବର୍ଷାରେ ତୋ ଯୌବନ...
ଘରେ ବସି ବସି କି ପାଠ ପଢିବ ଅନଲାଇନ ପାଠ ମିଛ, କାଗଜ କଲମ କଳାପଟା ବିନା ବୁଝିକି ହେବ ଗଣିତ।୨। ଘରେ ବସି ବସି କି ପାଠ ପଢିବ ଅନଲାଇନ ପାଠ ମିଛ, କାଗଜ କଲମ କଳାପଟା ବିନା ବୁଝିକି ହେବ...
ବାଜି ରାଉତ ସେ ଛୋଟ ପିଲାଟି ଦେଶ ଜାତି ପାଇଁ ରଖିଲା କୀର୍ତ୍ତି।। ନାଆ ନେଲା ନାହିଁ ନଦୀ ଘାଟକୁ ଡରିଲା ନାହିଁ... ବାଜି ରାଉତ ସେ ଛୋଟ ପିଲାଟି ଦେଶ ଜାତି ପାଇଁ ରଖିଲା କୀର୍ତ୍ତି।। ନାଆ ନେଲା ନାହିଁ ନଦୀ ...
ମାଆ ଲଗାଇଲେ ସୋରିଷ ତେଲ ଔଷଧ ଖୁଆଇ କରିଲେ ଗେଲ।। ମାଆ ଲଗାଇଲେ ସୋରିଷ ତେଲ ଔଷଧ ଖୁଆଇ କରିଲେ ଗେଲ।।
ଠେକୁଆ ଭଳି ତ ଦିଶଇ ସେହି କହିଦିଅ ମାଆ ମୋତେ ବୁଝାଇ।। ଠେକୁଆ ଭଳି ତ ଦିଶଇ ସେହି କହିଦିଅ ମାଆ ମୋତେ ବୁଝାଇ।।
ଶିକ୍ଷକ ବୁଝାନ୍ତି ଥରକୁ ଥର ପାଠ ପଢି ଭଲ ମଣିଷ ହୁଅ।। ଶିକ୍ଷକ ବୁଝାନ୍ତି ଥରକୁ ଥର ପାଠ ପଢି ଭଲ ମଣିଷ ହୁଅ।।
ଦେଖୁଥିଲା ବରଗଛ ଡାଳକୁ।। ହନୁ ମାଙ୍କଡ ଟା ଗଛରେ ଥିଲା ହଲେଇଲା ଡାଳ ଡେଇଁ ଡେଇଁ କା।। ଭୁତ ଭୁତ ବୋଲି... ଦେଖୁଥିଲା ବରଗଛ ଡାଳକୁ।। ହନୁ ମାଙ୍କଡ ଟା ଗଛରେ ଥିଲା ହଲେଇଲା ଡାଳ ଡେଇଁ ଡେଇଁ କା।। ...