I'm Suryakanta and I love to read StoryMirror contents.
ଗାଁ ଆରପାଖ କ୍ଲବଘରେ ହୁଏ ନଟ ସାର୍ କଂ ଚାହାଳି ସଂଜ ବୁଡିଗଲେ ଟିଉସନ୍ ପାଇଁ ଲାଗଇ ସେଠି ଗହଳି। କା ହାତେ ଲଣ୍ଠନ କା ହାତ... ଗାଁ ଆରପାଖ କ୍ଲବଘରେ ହୁଏ ନଟ ସାର୍ କଂ ଚାହାଳି ସଂଜ ବୁଡିଗଲେ ଟିଉସନ୍ ପାଇଁ ଲାଗଇ ସେଠି ଗହଳି। ...
ଫୁଲ କହେ
କେତେ ନିଷ୍କପଟ କେତେ ଯେ ଦରଦୀ
&nbs... ଫୁଲ କହେ
କେତେ ନିଷ୍କପଟ କେତେ ଯେ ଦରଦୀ<b...
ଅଧାଭଗାଂ ବର୍ଷା ଛତା, ଗେଣ୍ଡାକଟା କାଦୁଅର ଵିଲ | ବେଗଂରଡା ଅଧରାତି, ଅନ୍ଧୁଳିକୁ ମଛଧରା ଜାଲ । ମିଛ ନାଲି ରକତ ଯେ, ହାତ... ଅଧାଭଗାଂ ବର୍ଷା ଛତା, ଗେଣ୍ଡାକଟା କାଦୁଅର ଵିଲ | ବେଗଂରଡା ଅଧରାତି, ଅନ୍ଧୁଳିକୁ ମଛଧରା ଜାଲ । ...
ଆସ ଦୀପ ଜାଳିବା। ଏକତାର ଦୀପ, ପ୍ରେମର ଦୀପ। ସ୍ନେହ ,ସରାଗ, ଭାଇଚାରାର ଦୀପ। ହିଂସା, ଦ୍ବେଷ, ନଫରତ୍ ର ସଳିତା ରେ ନିଆଁ... ଆସ ଦୀପ ଜାଳିବା। ଏକତାର ଦୀପ, ପ୍ରେମର ଦୀପ। ସ୍ନେହ ,ସରାଗ, ଭାଇଚାରାର ଦୀପ। ହିଂସା, ଦ୍ବେଷ, ନ...
ଏଥର ଯାତରା ଖୂବ ଜମିବ ଗାଁ ଛକେ ହେବ ଡ୍ରାମା। ଯାତରା ବୁଲିବ ଡ୍ରାମା ବି ଦେଖିବ ଖୁସିରେ ନାଚଇ ମାମା। କୁଣିଆ ମଇତ୍ର ଘରକ... ଏଥର ଯାତରା ଖୂବ ଜମିବ ଗାଁ ଛକେ ହେବ ଡ୍ରାମା। ଯାତରା ବୁଲିବ ଡ୍ରାମା ବି ଦେଖିବ ଖୁସିରେ ନାଚଇ ମ...
୧.ପାଣି ର ରାଜା ମୁଁ ପାଣିର ରାଣୀ,
ବଚିଂ ପାରିବିନି ନଥିଲେ ପାାଣି।
ଛୋଟ ମୀନ ଠାରୁ ବଡ ତି... ୧.ପାଣି ର ରାଜା ମୁଁ ପାଣିର ରାଣୀ,
ବଚିଂ ପାରିବିନି ନଥିଲେ ପାାଣି।
&nbs...
କିଏସେ ମାରିଲା ପଥର? କିଏ ବା କଲା ଦଗାଂ? ଦି ଦିନ ହେଲା କାମ ଦାମ ନାହିଁ ,ଭୋକିଲା ପେଟଟି ନଗାଂ! ହଜାରେ ବର୍ଷ ର ମର୍କତ ... କିଏସେ ମାରିଲା ପଥର? କିଏ ବା କଲା ଦଗାଂ? ଦି ଦିନ ହେଲା କାମ ଦାମ ନାହିଁ ,ଭୋକିଲା ପେଟଟି ନଗାଂ!...
କୁଆଡେ ହଜିଚି ଆଜି ମୁଁ ଖୋଜୁଚି, ସ୍ନେହ ସମ୍ପର୍କ ର ଡୋର। ବଉଳ, ଅବଢା, ତୁଳସୀ, ମକର ନାମ କେତେ ବନ୍ଧୁତ୍ବର।
... କୁଆଡେ ହଜିଚି ଆଜି ମୁଁ ଖୋଜୁଚି, ସ୍ନେହ ସମ୍ପର୍କ ର ଡୋର। ବଉଳ, ଅବଢା, ତୁଳସୀ, ମକର ନାମ କେତେ ...
ବର୍ଷା ଛେଚୁଛି,ବିଜୁଳି କୁ କାନଫଟା ଘଡ଼ଘଡ଼ି ରଡୁଛି। ଓଳିତଳେ ପାଣି, ପାଣିରେ ଫୋଟକା ଭାସୁଛି ଆଉ ଫାଟୁଛି। ବର୍ଷା ଛେଚୁ... ବର୍ଷା ଛେଚୁଛି,ବିଜୁଳି କୁ କାନଫଟା ଘଡ଼ଘଡ଼ି ରଡୁଛି। ଓଳିତଳେ ପାଣି, ପାଣିରେ ଫୋଟକା ଭାସୁଛି ଆଉ...
ବ୍ରୂନ୍ଦାବତୀ ଚଉରା, ଅଗଣାର ଚୁଲି ଚାଳଖୋସା ଦା, ଚଟୁଘୋରା ଡାଲି। ପିଢା ଉପରେ କଖାରୁ ପୋଈ, ଛିଣ୍ଡା ମସାରି ଜାଲି, ଦାଣ... ବ୍ରୂନ୍ଦାବତୀ ଚଉରା, ଅଗଣାର ଚୁଲି ଚାଳଖୋସା ଦା, ଚଟୁଘୋରା ଡାଲି। ପିଢା ଉପରେ କଖାରୁ ପୋଈ, ଛିଣ...