STORYMIRROR

Suryakanta Kanungo

Children Stories Inspirational Children

4  

Suryakanta Kanungo

Children Stories Inspirational Children

ପିଲାଦିନ ହାଲଚାଲ

ପିଲାଦିନ ହାଲଚାଲ

1 min
4

ଅଧାଭଗାଂ ବର୍ଷା ଛତା, ଗେଣ୍ଡାକଟା କାଦୁଅର ଵିଲ | ବେଗଂରଡା ଅଧରାତି, ଅନ୍ଧୁଳିକୁ ମଛଧରା ଜାଲ ।
ମିଛ ନାଲି ରକତ ଯେ, ହାତେ ଘଷା ରଗଂଣୀର ଫୁଲ ।
ଟେକାପକା ଆମ୍ବଗଛ, ମାଛଧରା ବନିଶୀ ର ସୋଲ ।
ବାହୁଗାଂର କ୍ରିକେଟ ବ୍ୟାଟ, କାଗଜରେ ଜରି ବନ୍ଧା ବଲ୍ ।
 ଓଦା ଲୁଗା ଲୁଚକାଳି, ଓଳିତଳେ ପାଣିର ବବଲ୍ ।
ଆଉ କାହା ଝର୍କାକଣେ, ଡିଡି ଟୁ ଟିଭି ସିରିଏଲ ।
ପୂଣ୍ୟ ପାଳୀ ରଜଦୋଳପୋଡପିଠା ମଣ୍ଡାପିଠା ଗୋଲ ।
ମା କୋଳ ସ୍ବର୍ଗସୁଖ, ଚାଳଘର ପରୀର ମହଲ ।
ଦସ୍ତା ବାକ୍ସ ଭଗାଂ ସିଲଟରେ, ଲେଖାଅଛି ବାକି ହାଲଚାଲ ।


Rate this content
Log in