Teacher
ତୁମରି ପାଟିକୁ ଲାଗିଲା ବଢିଆ ମାଣିକର ଖଟା ଦହି ଦାସିଆ ନଡ଼ିଆ ଆହୁରି ବଢିଆ ହାତ ଟେକି ନେଲ ବହି। କେ ତୁମରି ପାଟିକୁ ଲାଗିଲା ବଢିଆ ମାଣିକର ଖଟା ଦହି ଦାସିଆ ନଡ଼ିଆ ଆହୁରି ବଢିଆ ହାତ ଟେକି...
ମୋ ମନ ମନ୍ଦିରେ ହୃଦୟ କନ୍ଦରେ ରହିଛ କଳା ଠାକୁର ପାଶୋରି ଦେଲକି ମନରୁ ତୁମ୍ଭର ମୋ ପାଇଁ ହେଲ ନିଷ୍ଠୁର। ... ମୋ ମନ ମନ୍ଦିରେ ହୃଦୟ କନ୍ଦରେ ରହିଛ କଳା ଠାକୁର ପାଶୋରି ଦେଲକି ମନରୁ ତୁମ୍ଭର ମୋ ପା...
ମନ ଇନ୍ଦ୍ରଧନୁ ସପ୍ତରଙ୍ଗ ଦେଇ ଏକତ୍ରିତ ହୋଇ ଥିଲେ କାହିଁ ଛାଡି ଗଲ ଅଧା ବାଟେ ମିତ୍ର ଦିବାନିଶି ମନେ ମନ ଇନ୍ଦ୍ରଧନୁ ସପ୍ତରଙ୍ଗ ଦେଇ ଏକତ୍ରିତ ହୋଇ ଥିଲେ କାହିଁ ଛାଡି ଗଲ ଅଧା ବାଟେ ମିତ୍ର ...
ଭାଗ୍ୟେ ଭୋଗ ଥିଲେ ମିଳିଥାଏ ସବୁ ସଭିଙ୍କୁ କୋଳେଇ ନିଅ। ଭାଗ୍ୟେ ଭୋଗ ଥିଲେ ମିଳିଥାଏ ସବୁ ସଭିଙ୍କୁ କୋଳେଇ ନିଅ।
ଅଧା ଗୁଣିଆଟା ଗୁଣି ନ ଜାଣଇ ପ୍ରେତ ନିୟନ୍ତ୍ରଣ ପାଇଁ ନିଜେ ନିଜ ବେଳେ କୁରାଢି ହାଣଇ ପ୍ରେତ କବଳିତ ହୋଇ। ଅଧା ଗୁଣିଆଟା ଗୁଣି ନ ଜାଣଇ ପ୍ରେତ ନିୟନ୍ତ୍ରଣ ପାଇଁ ନିଜେ ନିଜ ବେଳେ କୁରାଢି ହାଣଇ ...
ମନ ଇନ୍ଦ୍ରଧନୁ ସପ୍ତରଙ୍ଗ ଦେଇ ଏକତ୍ରିତ ହୋଇ ଥିଲେ କାହିଁ ଛାଡି ଗଲ ଅଧା ବାଟେ ମିତ୍ର ଦିବାନିଶି ମନେ ଭାଲେ। ମନ ଇନ୍ଦ୍ରଧନୁ ସପ୍ତରଙ୍ଗ ଦେଇ ଏକତ୍ରିତ ହୋଇ ଥିଲେ କାହିଁ ଛାଡି ଗଲ ଅଧା ବାଟେ ମିତ୍ର ...
କବି କବି
ଆଦ୍ୟ ମୌସୁମୀ ର ସଜ ଳ ସ୍ପର୍ଶ ରେ ସରାଗ ରେ ଦେଲ କିଣି ଅଧା ବାଟେ ଛାଡ଼ି କାହିଁ ଗଲ ଉଡ଼ି ଆଦ୍ୟ ମୌସୁମୀ ର ସଜ ଳ ସ୍ପର୍ଶ ରେ ସରାଗ ରେ ଦେଲ କିଣି ଅଧା ବାଟେ ଛାଡ଼ି କାହିଁ ଗଲ ଉଡ଼ି
ମମତା ମୟୀ ତୁ ରକ୍ଷାକାରିଣୀ ତୁ ଆଶିଷ ଭରା ତୋ ହାତ ରୋଷ କରିଛ କି ସନ୍ତାନ ଉପରେ କହିବ କି ମାଆ ସତ ତ ମମତା ମୟୀ ତୁ ରକ୍ଷାକାରିଣୀ ତୁ ଆଶିଷ ଭରା ତୋ ହାତ ରୋଷ କରିଛ କି ସନ୍ତାନ ଉପରେ କହିବ...
ଗାଁର ଲୋକ ହୃଦ ନିର୍ମଳ ଦୂରେଇ ଯାଇ ଥିବୁ। ଗାଁର ଲୋକ ହୃଦ ନିର୍ମଳ ଦୂରେଇ ଯାଇ ଥିବୁ।