Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saroj sahu

Inspirational

3  

saroj sahu

Inspirational

ଗ୍ରୀଷ୍ମ

ଗ୍ରୀଷ୍ମ

1 min
6.9K


ଗ୍ରୀଷ୍ମ ତୁମେ ଯେ କଠୋର ହୃଦୟ ରେ ଭରା ।

ବର୍ତୀ ନାହିଁ କେଉଁ ପ୍ରାଣୀ ଅବା ଏଇ ଧରା ।।

ଅସହ୍ୟ ଦାଉ ଯେତେ ତୁମ ସଭିଙ୍କ ଉପରେ ।

ନଦୀନାଳ ଗଛଲତା ସବୁ ନିସ୍ତବ୍ଧ କାତରେ ।।

କିନ୍ତୁ ତୁମେ ଯେ ସକଳ ସୃଷ୍ଟି ର ଆଧାର ।

ତୁମ ଦାଉ ପରେ ଆସେ ବର୍ଷାର ପୁଣି ଧାର ।।

ସେଇ ବର୍ଷା ଆଣିଦିଏ ଜୀବନ ଜୀବିକା ।

ତୁମର ବି ମୂଲ ଅଛି ଅନ୍ୟ ଋତୁ ପରିକା ।।


Rate this content
Log in

Similar oriya poem from Inspirational