Audio

Forum

Read

Contests

Language


Write

Sign in
Wohoo!,
Dear user,
ଗ୍ରୀଷ୍ମ
ଗ୍ରୀଷ୍ମ
★★★★★

© saroj sahu

Inspirational

1 Minutes   6.7K    7


Content Ranking

ଗ୍ରୀଷ୍ମ ତୁମେ ଯେ କଠୋର ହୃଦୟ ରେ ଭରା ।

ବର୍ତୀ ନାହିଁ କେଉଁ ପ୍ରାଣୀ ଅବା ଏଇ ଧରା ।।

ଅସହ୍ୟ ଦାଉ ଯେତେ ତୁମ ସଭିଙ୍କ ଉପରେ ।

ନଦୀନାଳ ଗଛଲତା ସବୁ ନିସ୍ତବ୍ଧ କାତରେ ।।

କିନ୍ତୁ ତୁମେ ଯେ ସକଳ ସୃଷ୍ଟି ର ଆଧାର ।

ତୁମ ଦାଉ ପରେ ଆସେ ବର୍ଷାର ପୁଣି ଧାର ।।

ସେଇ ବର୍ଷା ଆଣିଦିଏ ଜୀବନ ଜୀବିକା ।

ତୁମର ବି ମୂଲ ଅଛି ଅନ୍ୟ ଋତୁ ପରିକା ।।

ଗ୍ରୀଷ୍ମ ହୃଦୟ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..