Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Inspirational

2  

Apalata Aruk

Inspirational

ନାରୀ

ନାରୀ

1 min
6.5K


ସେଇ ସିନା ଦୁଇ କୁଳ କରଇ ଉଦ୍ଧାର,

ତା' ହାତରେ ଝୁଲୁଅଛି ଭାଗ୍ୟ ଏ ବିଶ୍ଵର ।

ସେ ସୀତା ସାବିତ୍ରୀ ଲକ୍ଷ୍ମୀବାଈ ଦୁର୍ଗାବତୀ,

ଇନ୍ଦିରା କଳ୍ପନା ମଦାଳସା ଲୀଳାବତୀ।

ସେ ଚାହିଁଲେ ବିରାଜିବ ସଂସାରରେ ଶାନ୍ତି,

ସେ ଚାହିଁଲେ ଦୃଢ ହେବ ବିଶ୍ଵରେ ସଂହତି।

ସେ ଜାଗିଲେ ଦୂର ହେବ ସବୁ ଅତ୍ୟାଚାର,

ସେ ଚାହିଁଲେ ସମାଜରେ ଆସିବ ସଂସ୍କାର ।

ସେ ଚିର କଲ୍ୟାଣମୟୀ ନାହିଁ ତା' ଉପମା,

ସମାଜ ପାଇଁ ସେ ଅଟେ ଅୟୁତ ପ୍ରେରଣା।

ଅପଲତା ଆରୁକ ମନୋହରପୁର ମୟୂରଭଞ୍ଜ


Rate this content
Log in

Similar oriya poem from Inspirational