Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational

2  

Srinibas Mahalik

Inspirational

ତାଜ୍ ମହଲ୍

ତାଜ୍ ମହଲ୍

1 min
6.9K


ତର୍କ ବିତର୍କ ଚାଲିଥିଲା କେତେ

ତାଜ୍ ମହଲକୁ ନେଇ

ନା ସେ ମନ୍ଦିର ନା ମକବରା 

ଏସବୁ କଥାକୁ ଥୋଇ ।।

କିଏ କହୁଥିଲା ତେଜୋ ମହାଲୟରୁ

ହୋଇଥିଲା ତାହା କଟି

କିଏ କହୁଥିଲା ମମତାଜ୍ ନାମେ

ତାଜ୍ ମହଲର ସୃଷ୍ଟି ।।

କିଏ କିଏ ପୁଣି କହୁଥିଲେ ତାହା

ହିନ୍ଦୁଙ୍କର ଶିବ ଟେମ୍ପଲ୍

କିଏ କିଏ ପୁଣି ମତ ରଖୁଥିଲେ

ଲଅଭର ତାହା ସିମ୍ବଲ୍ ।।

ପ୍ରତ୍ନତାତ୍ତ୍ବିକଙ୍କ ସାହାଯ୍ୟରେ ଶେଷେ

ମତ ଦେଲା ଅଦାଲତ

ମୋଗଲଙ୍କ ଦ୍ଵାରା ନିର୍ମିତ ଏହା

ଐତିହ ସମାଧି ସୌଧ ।।


Rate this content
Log in

Similar oriya poem from Inspirational