STORYMIRROR

Ananya Sushree Bal

Romance

3  

Ananya Sushree Bal

Romance

ତୁମ କଥା ମନେ ପଡ଼େ

ତୁମ କଥା ମନେ ପଡ଼େ

1 min
58

ମନେ ପଡ଼େ ତୁମ କଥା ଆଜି ବି ମନେ ପଡେ 

ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତରେ, ରାତିର ଘନ ଅନ୍ଧକାର ଭିତରେ 

ଛାତିର ଅକୁହା ଯନ୍ତ୍ରଣା ଭିତରେ, ଆଖିର ଅଛପା ଲୁହର ବର୍ଷାରେ

ତୁମ କଥା ଆଜି ବି ମନେ ପଡେ ସାଥୀ ଆଜି ବି ବିତାଇ

ଥିବା ପ୍ରତିଟି ମୁହୂର୍ତ୍ତ ଗୋଟି ଗୋଟି କରି ମନେ ପଡେ....

କୁହୁଡ଼ି ର ଆୟୂଷ ପରି ମୋ ପ୍ରେମର ଆୟୁଷ ଥିଲା

ବାସ୍ କିଛି ମୁହୂର୍ତ୍ତ ପାଇଁ ଜୀବନରେ ଆସି ଆଖି ଆଗରେ

ଅଜଣା ଖୁସିର ଲହରୀ ଖେଳାଇ କୁଆଡେ ଉଭେଇ ଯାଇଥିଲା....

ତୁମେ ନାହଁ ହେଲେ ତୁମ କଥା ସବୁ ମନେଅଛି 

ସ୍ମୃତି ସବୁ ଆଜି ବି ମନ ଭିତରେ ଏକ ଅଜଣା ସିନ୍ଦୁକରେ ସାଇତି ରଖିଛି.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance